ସମ୍ବଲପୁର: ସମ୍ବଲପୁର ଜଗିବ ଏଆଇ କ୍ୟାମେରା । ଅପରାଧ ରୋକିବାକୁ ସମ୍ବଲପୁର ଜଗିବ ଏଆଇ କ୍ୟାମେରା ।
ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସପି ମୁକେଶ ଭାମୁଙ୍କ ସୂଚନା ।
୬୫ ସ୍ଥାନରେ ଲାଗିବ ୧୮୦ ଟି କ୍ୟାମେରା । ମାର୍ଚ୍ଚ ୩୦ରୁ କାର୍ଯ୍ୟକ୍ଷମ ହେବ ଖର୍ଚ୍ଚ ହେବ ୫ କୋଟି ଟଙ୍କା