fbpx

ଏମ୍ସର ପିଜି ଏଣ୍ଟ୍ରାନ୍ସ ଘୁଞ୍ଚିଲା

ଭୁବନେଶ୍ୱର(ଓଡିଶା ଭାସ୍କର): ଜୁନ ୧୬ରୁ ୨୧ ଯାଏଁ ହେବାକୁ ଥିବା ଏମ୍ସ କମନ ପିଜି ଏଣ୍ଟ୍ରାନ୍ସ ଘୁଞ୍ଚିଲା । ଏନେଇ ପରୀକ୍ଷା କେବେ ହେବେ ତାହାର ବିଜ୍ଞପ୍ତି ପରେ ପ୍ରକାଶ ପାଇବ । ପରୀକ୍ଷା ଘୁଞ୍ଚିବା ନେଇ ଭୁବନେଶ୍ୱର ଏମ୍ସ ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.