fbpx

ଆଜି ସର୍ବଦଳୀୟ ବୈଠକ, ଦିନ ୧୧ ଟାରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଭାଗୃହରେ ହେବ ବୈଠକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବସିବ ସର୍ବଦଳୀୟ ବୈଠକ । ଆଜି ଦିନ ୧୧ଟାରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଭାଗୃହରେ ହେବ ବୈଠକ । ଏଥିରେ ନିର୍ବାଚନ ପ୍ରସ୍ତୁତି, ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ନେଇ ଆଲୋଚନା କରାଯିବ । ଜିଲ୍ଲା ପରିଷଦର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ସରିବ । ତେବେ ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ସର୍ବଦଳୀୟ ବୈଠକ ରାଜ୍ୟ ନିର୍ବାଚନ କମିଶନଙ୍କ ସଭାଗୃହରେ ହେବ । ଏହି ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

Get real time updates directly on you device, subscribe now.