କଟକ ବାଦାମବାଡ଼ି ଛକରେ ଫାଟିଲା ଭୂତଳ ପାଣି ପାଇପ୍ । ପାଣି ପାଇପ୍ ଫାଟିଯିବା ଫଳରେ ୧୫ ଫୁଟ ଉପରକୁ ଉଠିଲା ଭୂତଳ ପାଇପ । ଜନଗହଳିପୂର୍ଣ୍ଣ ବାଦାମବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ । ନିକଟରେ କିଛିଦିନ ତଳେ ରିଙ୍ଗରୋଡ ରାଜା ବଗିଚାରେ ଅନୁରୂପ ଘଟଣା ଘଟିଥିଲା ।