fbpx

କରୋନା ଆତଙ୍କ, ରାଜ୍ୟକୁ ଆସିବ ଆହୁରି ଆଣ୍ଟିଜେନ କିଟ୍

ଭୁବନେଶ୍ୱର, ୧୦ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏନେଇ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଇଛି । ତେଣୁ ଓଡ଼ଶାକୁ ଆହୁରି ଏକ ଲକ୍ଷ ଆଣ୍ଟିଜେନ କିଟ୍ ଆସିବ । ଆଗାମୀ ସପ୍ତାହରୁ ଦିନକୁ ୮ରୁ ୯ହଜାର ଟେଷ୍ଟ କରାଯିବ । ସେଥିମଧ୍ୟରୁ ୬ହଜାର ଆରଟିସିସିଆର, ୨ହଜାର ଆଣ୍ଟିଜେନ ଟେଷ୍ଟ କରାଯିବ । ଏହାସହ କଟକ ଏସସିବିରେ ଖୁବଶୀଘ୍ର ପ୍ଲାଜମା ଥେରାପି ହବ ହେବ । ୧୦ଦିନ ଭିତରେ ସରକାର ଏହାର ଉଦଘାଟନ କରିବା ନେଇ ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡ଼ା ।

Get real time updates directly on you device, subscribe now.