CHARIDHAM

(Video) କାହାଣୀରେ ଆସିଲା ଟ୍ୱିଷ୍ଟ, ଯେତେବେଳେ ମୁମ୍ବାଇ କନ୍‌ସର୍ଟରେ ପାକିସ୍ତାନୀ ଗୀତ ଗାଇଲେ ଅରିଜିତ୍ ସିଂହ

ଯଦି ଆପଣଙ୍କୁ ସଙ୍ଗୀତ ଶୁଣିବାକୁ ଭଲ ଲାଗେ, ତେବେ ଏବର୍ଷ ଲୋକପ୍ରିୟ ହୋଇଥିବା ପାକିସ୍ତାନୀ କୋକ ଷ୍ଟୁଡିଓର ପସୁରୀ ଗୀତ ଅନେକ ଥର ଶୁଣିଥିବେ । ଫେବ୍ରୁଆରୀରେ ରିଲିଜ ହୋଇଥିବା ଏହି ଗୀତ ଲୋକଙ୍କୁ ପାଗଳ କରିଦେଇଛି ଓ ଅନେକ ୟୁଜର୍ସମାନେ ଏଥିରେ ଭିଡିଓ ମଧ୍ୟ କରିଛନ୍ତି । ଏହାରି ମଧ୍ୟରେ ଯଦି ଜଣେ ଭାରତୀୟ ସିଙ୍ଗର ମୁମ୍ବାଇର ଏକ ମଞ୍ଚରେ ଏହି ପାକିସ୍ତାନୀ ଗୀତକୁ ଗାଆନ୍ତି, ତେବେ ଏହି ଗୀତର ଲୋପ୍ରିୟତା କେତେ ରହିଛି, ଆପଣ କଳ୍ପନା କରିପାରିବେ ।

ନିଜର ମଧୁର ସ୍ୱରରେ ସମସ୍ତଙ୍କୁ ମଦହୋସ୍ କରିଥିବା ସଙ୍ଗୀତର ବାଦଶାହା ଅରିଜିତ୍ ସିଂହ ନିକଟରେ ମୁମ୍ବାଇର ଏକ ସଙ୍ଗୀତ କାର୍ଯ୍ୟକ୍ରମସ୍ପେସୁରୀ ଗୀତ ପାଇ ସମସ୍ତଙ୍କୁ ପାଗଳ କରିଦେଲେ । ଏହି କ୍ଲିପକୁ ଇନଷ୍ଟାଗ୍ରାମରେ ‘ଆୟୁଷମାନ ସିହ୍ନା’ ନାମକଆଇଡିରୁ ସେୟାର କରାଯାଇଛି । ଏହି ଇନଷ୍ଟା ରିଲକୁ ୫ ଲକ୍ଷରୁ ଅଧିକ ଥର ଦେଖାସରିଛି । ୨୨ ହଜାରରୁ ଅଧିକ ଲୋକ ଲାଇକ୍ କରିଥିବା ବେଳେ ଲୋକମାନେ ଗୀତକୁ ଶୁଣି ଝୁମିବାରେ ଲାଗିଛନ୍ତି ।

 

View this post on Instagram

 

A post shared by Aayushman Sinha (@aayushmansinha)