fbpx
BSKY SKY
BSKY SKY

ରାଜ୍ୟରେ ୧୧,୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ଚାଲିଛି ବ୍ୟବସ୍ଥା: ଗଣଶିକ୍ଷା ମନ୍ତ୍ରୀ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ଶିକ୍ଷା ଓ ଅର୍ଥନୀତିରେ ଅଧିକ ପ୍ରଭାବ ପଡ଼ିଛି । ଏହାରି ମଧ୍ୟରେ ରାଜ୍ୟରେ ୧୧,୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରରୁ ବ୍ୟବସ୍ଥା କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ୪,୬୧୯ ଶିକ୍ଷକ ପଦବୀ ପୂରଣ କରାଯିବ । ସେଥିରୁ ୨୦୫୫ ହିନ୍ଦୀ ପାଇଁ ରହିଥିବା ବେଳେ ୧୩୦୪ ସଂସ୍କୃତ ଓ ୧୨୬୦ ପିଇଟି ପଦବୀ ପୂରଣ ହେବ । ଅଗଷ୍ଟ ୨୩ ତାରିଖରେ ଏବେଇ ବିଜ୍ଞାପନ ପ୍ରକାଶିତ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Get real time updates directly on you device, subscribe now.