fbpx

ଇସ୍ତଫା ଦେଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ ୯/୦୫(ଓଡିଶା ଭାସ୍କର): ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ଆଜି ଇସ୍ତଫା ଦେଇଛନ୍ତି । ସେ ଆଜି ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ତେବେ ଆଜି ଆସାମ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ସୁଚନା ମିଳିଛି । ଏହି ବୈଠକରେ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ବି.ଲ୍.ସନ୍ତୋଷ ଉପସ୍ଥିତ ରହିବେ । ସର୍ବାନନ୍ଦ ସୋନୱାଲା ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ଏନେଇ ଏବେ କଳ୍ପନା ଜଳ୍ପନା ଜାରି ରହିଛି ।

Get real time updates directly on you device, subscribe now.