fbpx

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର, ୧୬।୨(ଓଡିଶା ଭାସ୍କର): ଆଜିଠୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବ। ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ ଗଣେଶୀ ଲାଲ । ଫେବ୍ରୁଆରି ୨୭ ଯାଏ ଚାଲିବ ଅଧିବେଶନର ପ୍ରଥମ ପର୍ଯ୍ୟାୟ। ମାର୍ଚ ୧୨ରୁ ଏପ୍ରିଲ ୯ ଯାଏ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ଫେବ୍ରୁଆରି ୨୨ରେ ୨୦୨୧-୨୨ର ରାଜ୍ୟ ବଜେଟ ଉପସ୍ଥାପିତ ହେବ।

Get real time updates directly on you device, subscribe now.