ଭୁବନେଶ୍ୱର: ଏକାସାଙ୍ଗରେ ସୃଷ୍ଟି ହେଲା ୨ଟି ଲଘୁଚାପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ହେଲା ସୃଷ୍ଟି ।
ଦକ୍ଷିଣ ଗୁଜୁରାଟ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ । ୨୪ ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହେବା ସମ୍ଭାବନା ଥିବା କହିଲା ଆଞ୍ଚଳିକ ପାଣିପାଗ ବିଭାଗ ।
ଲଘୁଚାପ ପ୍ରଭାବରେ ଦେଶଣ ବିଭିନ୍ନ ସ୍ଥାନରେ ବର୍ଷା ଚେତାବନୀ ଜାରି କରାଯାଇଛି ।