Breaking: ରାତି ପାହିଲେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ସନ୍ଧ୍ୟା ୬ଟା ପରେ ୱେବ୍ସାଇଟ୍ରେ ଦେଖିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ବର: ରାତି ପାହିଲେ ଅପେକ୍ଷାର ଅନ୍ତ ଘଟିବ । ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ ।
ଅପରାହ୍ମ ୪ଟାରେ ବୋର୍ଡ ଅଫିସ୍ରେ ପ୍ରକାଶ ପାଇବ ରେଜଲ୍ଟ । ସନ୍ଧ୍ୟା ୬ଟା ପରେ ୱେବ୍ସାଇଟ୍ରେ ଉପଲବ୍ଧ…