Breaking: ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ତଳେ ଫସିଛନ୍ତି ଡ଼ଜନେ ଶ୍ରମିକ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଦୁର୍ଘଟଣା । କନୌଜ ରେଳ ଷ୍ଟେସନରେ ଭୁଶୁଡିଲା ନିର୍ମାଣଧୀନ କୋଠା । ଅନେକ ଶ୍ରମିକ ଚାପି ହୋଇ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 12 ଜଣଙ୍କୁ ଉଦ୍ଧାର କରାଯାଇଛି ।
କାମ ଚାଲିଥିବା ବେଳେ…