ଆଜିଠୁ ଅଳିଆ ପାଇଁ ବେଙ୍ଗାଲୁରୁରେ ଲାଗୁ ହେବ TAX, BBMPର ଆବର୍ଜନା ପରିଚାଳନା ଫି’କୁ ନେଇ ଜୋରଦାର ଚର୍ଚ୍ଚା
ନୂଆଦିଲ୍ଲୀ: ୧ ଏପ୍ରିଲରୁ ବେଙ୍ଗାଲୁରୁରେ ରହିବା ମହଙ୍ଗା ହେବାକୁ ଯାଉଛି । ଏବେ ୧ ଏପ୍ରିଲରୁ, ଘରୋଇ ଅଳିଆ ସଂଗ୍ରହ ଏବଂ ନିଷ୍କାସନ ଶୁଳ୍କ ମଧ୍ୟ ପ୍ରଚଳିତ ସମ୍ପତ୍ତି ଟିକସ ବିଲ୍ ଉପରେ ଲାଗୁ ହେବ । ବର୍ଜ୍ୟବସ୍ତୁ…