ବର୍ଷିଲେ ଗୃହମନ୍ତ୍ରୀ, ହିଂସାର ପଥ ଛାଡି ଶାନ୍ତି ଏବଂ ବିକାଶର ପଥ ବାଛନ୍ତୁ: ଅମିତ ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଥରେ ଘୋଷଣା କରିଛନ୍ତି ଯେ 31 ମାର୍ଚ୍ଚ, 2026 ସୁଦ୍ଧା ଦେଶରୁ ନକ୍ସଲବାଦ ମୂଳୋତ୍ପାଟନ କରାଯିବ । ସେ ନକ୍ସଲବାଦୀମାନଙ୍କୁ ହିଂସାର ପଥ ଛାଡି ଶାନ୍ତି ଏବଂ ବିକାଶର ପଥ…