JEE Mains 2025: ଏପ୍ରିଲ 2 ତାରିଖରୁ ଆରମ୍ଭ ହେବ ପରୀକ୍ଷା, ଏପରି ଡାଉନଲୋଡ କରନ୍ତୁ ଆଡମିଟ୍ କାର୍ଡ
ନୂଆଦିଲ୍ଲୀ: JEE ମେନ୍ 2025ର ସେକେଣ୍ଡ ସେସନ୍ 2 ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି । ଜାତୀୟ ପରୀକ୍ଷା ଏଜେନ୍ସି (NTA) ଖୁବ୍ ଶୀଘ୍ର ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମୁଖ୍ୟ 2025 ସେସନ୍ 2 ପାଇଁ ଆଡ଼ମିଟ୍ କାର୍ଡ…