Breaking News ମହାକୁମ୍ଭରେ ରେଲଓ୍ବେର ରେକର୍ଡ, ଓଡ଼ିଶାରୁ ଗଡିଛି 60ଟି ସ୍ବତନ୍ତ୍ର ଟ୍ରେନ Ankita Feb 28, 2025 ଭୁବନେଶ୍ବର: ଫେବୃଆରୀ 26 ତାରିଖରେ ସରିଲା ମହାକୁମ୍ଭ । ତେବେ ୪୫ ଦିନ ଧରି ଚାଲିଥିବା ଏହି ମହାକୁମ୍ଭରେ ୬୫ କୋଟିରୁ ଅଧିକ ଭକ୍ତ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ବୁଡ ପକାଇଛନ୍ତି । ତେବେ ଏଥିରେ ରେଲଓ୍ବେ ମଧ୍ୟ…
Breaking News Breaking: ସୁଭଦ୍ରା ଯୋଜନା ନେଇ ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଏକା ଥରକେ କୋଟିଏ ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବି Ankita Feb 28, 2025 ଭୁବନେଶ୍ବର: ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ନେଇ ଏକ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସୁଭଦ୍ରାର ଦ୍ବିତୀୟ କିସ୍ତି ଏଥର ବ୍ରହ୍ମପୁରରୁ ଦିଆଯିବ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା। ଏନେଇ…
Breaking News ତୁହିନ କାନ୍ତ ପାଣ୍ଡେ ହେବେ SEBIର ନୂତନ ଅଧ୍ୟକ୍ଷ, ମାଧବୀ ପୁରୀ ବୁଚ୍ଙ୍କ ସ୍ଥାନ ନେବେ Ankita Feb 28, 2025 ନୂଆଦିଲ୍ଲୀ: ଅର୍ଥ ଏବଂ ରାଜସ୍ୱ ସଚିବ ତୁହିନ କାନ୍ତା ପାଣ୍ଡେଙ୍କୁ ଭାରତୀୟ ସିକ୍ୟୁରିଟି ଏବଂ ବିନିମୟ ବୋର୍ଡ (SEBI)ର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ମାଧବୀ ପୁରୀ ବୁଚଙ୍କ ସ୍ଥାନ ନେବେ ।…
Breaking News 4ଟି ନୂଆ ସହରରେ ଓ୍ବାକର ଓ୍ବାର୍ଲ୍ଡ ଇଣ୍ଡିଆ ଟୁର୍ ନେଇ ଘୋଷଣା କଲେ Alan Walker, ଭୁବନେଶ୍ବର ବି ସାମିଲ Ankita Feb 28, 2025 ନୂଆଦିଲ୍ଲୀ: ନରୱେଜିଆନ୍ ଡିଜେ ଆଲାନ୍ ୱାକର ତାଙ୍କର ଓ୍ବାକରଓ୍ବାଲ୍ଡ ଇଣ୍ଡିଆ ଟୁରରେ ଆହୁରି 4ଟା ସୋ ଯୋଡିଛନ୍ତି । ଫେଡେଡ୍ ଏବଂ ଅନ୍ ମାଇ ୱେ ଭଳି ହିଟ୍ ଟ୍ରାକ୍ ସହିତ ଇଲେକ୍ଟ୍ରୋନିକ୍ ସଙ୍ଗୀତ କ୍ଷେତ୍ରରେ ଜଣେ ପ୍ରମୁଖ…
Breaking News ପାଣିପାଗ ବିଭାଗର ଆକଳନ, ରାଜ୍ୟରେ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା Ankita Feb 28, 2025 ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ରହିଛି ପାରଦ । ତାପମାତ୍ରା 30 ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟରେ ଏବେ ପାଗ ଶୁଖିଲା ରହିଛି । ତେବେ ଗତ 2 ଦିନ ପରେ ତାପମାତ୍ରା 2ରୁ3 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର…
Breaking News Earthquake: ନେପାଳରେ 6.1 ତୀବ୍ରତାରେ ଥରିଲା ମାଟି, ଘରୁ ବାହାରି ଆସିଲେ ଲୋକେ Ankita Feb 28, 2025 ନୂଆଦିଲ୍ଲୀ: ନେପାଳରେ ଭୂକମ୍ପରେ ଥରିଲା ମାଟି । ଶୁକ୍ରବାର ସକାଳେ ନେପାଳରେ 6.1 ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି । ସମଗ୍ର ହିମାଳୟ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଦୁଇଥର ଭୂମିକମ୍ପ ଝଟକା…
Breaking News ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଉତ୍ତମ ମହାନ୍ତିଙ୍କର ହେବ ଶେଷକୃତ୍ୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ Ankita Feb 28, 2025 ଭୁବନେଶ୍ବର: ଆରପାରିରେ ଓଡ଼ିଶାର ଭେଟାରାନ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଗୁରୁବାର ରାତିରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛକନ୍ତି । ତେବେ ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି । ତେବେ…
Breaking News Big Breaking: ପରଲୋକରେ ଓଲିଉଡ ଅଭିନେତା ଉତ୍ତମ ମହାନ୍ତି, ମେଦାନ୍ତ ହସ୍ପିଟାଲରେ ଦେହାନ୍ତ ସୂଚନା Ankita Feb 28, 2025 ଭୁବନେଶ୍ବର: ଆଉ ନାହାନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କିଛି ଦିନ ହେଲା ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିତ୍ସା ହେଉଥିବା ବେଳେ…
Breaking News ENG vs AFG: 8ରନରେ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ, ତୃତୀୟ ଟିମ୍ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦା Ankita Feb 26, 2025 ନୂଆଦିଲ୍ଲୀ: ଆଫଗାନିସ୍ତାନ ପୁଣିଥରେ କ୍ରିକେଟ ଜଗତରେ ଏକ ଚହଳ ସୃଷ୍ଟି କରିଛି । ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ଆଫଗାନିସ୍ତାନ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି । ଆଫଗାନିସ୍ତାନ ଚାମ୍ପିଅନ୍ସ ଟ୍ରଫି…
Breaking News (Video) ଶ୍ରଦ୍ଧାଳୁଙ୍କ ଅପେକ୍ଷାର ଅନ୍ତ, ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ Ankita Feb 26, 2025 ଭୁବନେଶ୍ବର: ଭକ୍ତଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି । ରାତି 10 ଟା 40 ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କର ମହାଦୀପ ଉଠିଲା । ବ୍ରତଧାରୀମାନେ ମହାଦୀପକୁ ଦର୍ଶନ କରି ନିଜର ବ୍ରତ ସମାପନ କରିଛନ୍ତି । ହଜାର ହଜାର ଭକ୍ତଙ୍କ…