Earthquake: ମିଆଁମାରରେ ଭୂକମ୍ପ ଝଟକା, ରାତିରେ ଶୋଇଥିବା ବେଳେ 4.8 ତୀବ୍ରତାରେ ଥରିଲା ମାଟି
ନୂଆଦିଲ୍ଲୀ: ମିଆଁମାରରେ ଭୂକମ୍ପ ଝଟକା । ଥରିଲା ମାଟି । ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ତୀବ୍ରତା 4.8 ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ସୂଚନା ଦିଆଯାଇଛି ।…