Breaking: ଓଡ଼ିଶାରେ ଆୟୁଷ୍ମାନ ପାଇଁ MoU, ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ପାଇବେ ଉପକାର

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଛି । ଦିଲ୍ଲୀର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଏବଂ ରାଜ୍ୟ…

ନିଆଁ ନେଲା ଜୀବନ, ମାମୁଁ ଭଣଜା ଜୀବନ୍ତ ଦଗ୍ଧ

ଭୁବନେଶ୍ବର:   ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗ୍ରାମରେ ଅଭାବନୀୟ ଘଟଣା । ପାଳଗଦାରେ ନିଆଁ ଲାଗି ଜଳିଗଲେ 2 ନାବାଳକ । ସେମାନେ ସମ୍ପର୍କରେ ମାମୁ ଭଣଜା ବୋଲି ଜଣାପଡିଛି । ମୃତକଙ୍କ ନାମ କୃଷ୍ଣା ଭୋଇ ଏବଂ…

(Video) ଚମତ୍କାର ନା ଆଉ କିଛି..ଏହି ମନ୍ଦିରରେ ପବନରେ ଝୁଲୁଛି ଗଛ! ଦେଖିବାକୁ ଲାଗୁଛି ଭିଡ

ନୂଆଦିଲ୍ଲୀ: ଦେଶରେ ଅନେକ ରହସ୍ୟ ଲୁଚି ରହିଛି । କେତେବେଳେ ଏପରି  କିଛି ଘଟଣା ସାମ୍ନାକୁ ଆସେ, ସେତେବେଳେ ଚମତ୍କାର ଭଳି ମନେ ହୋଇଥାଏ । ତେବେ ହରିୟାଣାର ଏପରି ଏକ ମନ୍ଦିର ରହିଛି ଯାହାକି ପୁରା ଗଛରେ ପରିପୂର୍ଣ୍ଣ ।…

ଇଏ କିପ୍ରକାର ଅବହେଳା.. ଗର୍ଭବତୀଙ୍କୁ ଏକ୍ସପାୟରି ସାଲାଇନ୍ ଦେଇଦେଲେ ଡାକ୍ତର! ଉଡିଗଲା ଗର୍ଭବତୀଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାର ଗଡବେଟା ଅଞ୍ଚଳରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ମେଦିନାପୁର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଜଣେ ଗର୍ଭବତୀଙ୍କର ମୃତ୍ୟୁ ହୋଇଛି । ତେବେ ଏହା ଡାକ୍ତରଙ୍କ ଅବହେଳା…

କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶନାମା! ଏଣିକି କେନ୍ଦ୍ର ସରକାରୀ ଚାକିରିଆଙ୍କୁ ମିଳିବ ୪୨ ଦିନ ଛୁଟି, କିନ୍ତୁ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ତାଲିମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି । କେନ୍ଦ୍ର କର୍ମଚାରୀଙ୍କୁ ମିଳିବ 22 ଦିନର ଛୁଟି । କିନ୍ତୁ ଏନେଇ କେତେକ ନିୟମ ରହିଛି । ଯେଉଁ କେନ୍ଦ୍ରୀୟ କର୍ମଚାରୀମାନେ…

ସାମ୍ବାଦିକାଙ୍କ ପ୍ରେମରେ ପଡିଲେ କି ଚହଲ? Rumored girlfriendକୁ ନେଇ ବଢିଲା ଚର୍ଚ୍ଚା!

ନୂଆଦିଲ୍ଲୀ: ଚର୍ଚ୍ଚାରେ ରହିଛି ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ର । ବର୍ତ୍ତମାନ ଗଣମାଧ୍ୟମରେ ଏହା ଚର୍ଚ୍ଚାର ଶିରୋନାମା ପାଲଟିଥିବା ବେଳେ ଭବିଷ୍ୟତକୁ ନେଇ ଆଲୋଚନା ଜାରି ରହିଛି  । ଏହାରି ଭିତରେ ଚହଲ ଏକ…

Reliance Jioର ବେଷ୍ଟ 5G ପ୍ଲାନ, ଗୋଟିଏ ରିଚାର୍ଜରେ ଟେନସନ୍ ଫ୍ରି!

ନୂଆଦିଲ୍ଲୀ: ବ୍ୟବସାୟୀ ଏବଂ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ଦେଶରେ ଫେମସ୍ ରହିଛି । ଏହାର ଉପଭୋକ୍ତାଙ୍କ ସଂଖ୍ୟା କୋଟି କୋଟି । ଜିଓ ଦେଶରେ ଇଣ୍ଟରନେଟ୍ ବ୍ୟବହାରରେ ଏକ ବିପ୍ଳବ…

(Video) ମୃତ୍ୟୁର Live ଭିଡିଓ… କାନ୍ଧରେ ବ୍ୟାଗ ଧରି ସ୍କୁଲ ଯାଇଥିଲେ ତୃତୀୟ ଶ୍ରେଣୀ ଛାତ୍ରୀ, ଚାଲୁଚାଲୁ ହଠାତ୍ ଟଳିପଡିଲେ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟଆଟାକରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗୁଜୁରାଟରେ ଏକ ଘରୋଇ ସ୍କୁଲରେ ପାଠ ପଢୁଥିବା 3ୟ ଶ୍ରେଣୀ ଛାତ୍ରୀର ହୃଦଘାତରେ ମୃତ୍ୟୁ ହୋଇଛି । ଏହାର ଲାଇଭ ଭିଡିଓ ମଧ୍ୟ…

Breaking: ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ତଳେ ଫସିଛନ୍ତି ଡ଼ଜନେ ଶ୍ରମିକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଦୁର୍ଘଟଣା । କନୌଜ ରେଳ ଷ୍ଟେସନରେ ଭୁଶୁଡିଲା ନିର୍ମାଣଧୀନ କୋଠା । ଅନେକ ଶ୍ରମିକ ଚାପି ହୋଇ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା 12 ଜଣଙ୍କୁ ଉଦ୍ଧାର କରାଯାଇଛି । କାମ ଚାଲିଥିବା ବେଳେ…

ମହାକାଶରେ ଦୌଡିବେ ଶନି-ଶୁକ୍ର, କେଉଁଠି ଏହି ପରେଡ ଦେଖିହେବ ଜାଣନ୍ତୁ

ନୂଆଦିଲ୍ଲୀ: ମହାକାଶରେ ଶୁକ୍ର ଏବଂ ଶନିର ହେବ ମହାମିଳନ । ଶୁକ୍ର ଏବଂ ଶନିଙ୍କ ମଧ୍ୟରେ ହେବ ଦୌଡ ପ୍ରତିଯୋଗିତା । ଶୁକ୍ରକୁ ଟପି ଆଗକୁ ବଢିବ ଶନିଗ୍ରହ । ଜାନୁଆରୀ 18 ତାରିଖରେ ଏହି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ ।…