Breaking: ତିରୁପତିରେ ମନ୍ଦିରରେ ଦଳାଚକଟା, ଚାଲିଗଲା 6 ଶ୍ରଦ୍ଧାଳୁଙ୍କ ଜୀବନ
ନୂଆଦିଲ୍ଲୀ: ତିରୁପତି ମନ୍ଦିରରେ ଅଭାବନୀୟ ଘଟଣା । ତିରୁପତିରେ ମନ୍ଦିରରେ ଦଳାଚକଟା । 6 ଶ୍ରଦ୍ଧାଳୁଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ବୈକୁଣ୍ଠ ଦ୍ବାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ଚାଲିଥିବା…