ଭାରତୀୟ ବଂଶୋଦ୍ଭବ ମଥୁରା ଶ୍ରୀଧରନ ହେଲେ ଆମେରିକାର ଓହାଇଓର ସଲିସିଟର ଜେନେରାଲ, ବିନ୍ଦି ପିନ୍ଧିବାକୁ ନେଇ ହୋଇଥିଲେ ଟ୍ରୋଲ
ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରୁ ଭାରତୀୟଙ୍କ ବିରୁଦ୍ଧରେ ଜାତିଗତ ହିଂସାର ଖବର ଆସୁଛି । ଆୟରଲ୍ୟାଣ୍ଡ ହେଉ କି ଅଷ୍ଟ୍ରେଲିଆ, ଭାରତୀୟମାନେ କେବଳ ସେମାନଙ୍କର ରଙ୍ଗ ଏବଂ ଜାତି ଯୋଗୁଁ ହିଂସାର ଶିକାର ହେଉଛନ୍ତି। ଏବେ…