Baliyatra: ସନ୍ଧ୍ୟା 5ଟାକୁ ଅପେକ୍ଷା.. ଦୁଲୁକିବ ମହାନଦୀ ପଠା, ବିଦେଶୀ ପିଠା ଚାଖିବେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେବେ ଦର୍ଶକ
କଟକ: ଆଜିଠୁ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ଦୁଲୁକିବ ସିଲଭର ସିଟି କଟକ । ଐତିହାସିକ ବାଲିଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ସନ୍ଧ୍ୟା 5ଟାରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…