ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଫ୍ଲାଇଟରେ ବ୍ୟବହାର କରିପାରିବେ Internet!
ନୂଆଦିଲ୍ଲୀ: ବିମାନ ଉଡ଼ାଣ ସମୟରେ ଇଣ୍ଟରନେଟ୍ ସେବା ବ୍ୟବହାର ସମ୍ପର୍କରେ ବିମାନ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ସରକାର କହିଛନ୍ତି ଯେ ବିମାନ ଉଡ଼ାଣ ସମୟରେ ଯାତ୍ରୀମାନେ ତିନି…