Breaking: ଶ୍ରୀମନ୍ଦିରରେ ପଡିଲା ଛେପ; ମହାପ୍ରଭୁଙ୍କର ହେଲା ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
ପୁରୀ: ଶ୍ରୀମନ୍ଦିରରେ ବଡ ମହାସ୍ନାନ । ଭିତର କାଠ ନିକଟରେ ଛେପ ପଡିଥିବାକୁ ମହାପ୍ରଭୁଙ୍କର ବଡ ମହାସ୍ନାନ କରାଯାଇଛି । ଫଳରେ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇବାରେ ବେଶ୍ ବିଳମ୍ବ ହୋଇଛି । ଏହି ବଡ ମହାସ୍ନାନ ପାଇଁ…