(Video) ଟ୍ରାକରେ ରିଲ୍ସ କରି ନାଚୁଥିଲେ ନାବାଳକ, ପଛରୁ ଆସି ଧକ୍କା ଦେଲା ଟ୍ରେନ, ତା’ ପରେ…
ନୂଆଦିଲ୍ଲୀ: ଟିକଟିକ ହେଲା କଳା । ଟ୍ରାକରେ ନାଚୁ ନାଚୁ ଉଡାଇ ଦେଲା ଟ୍ରେନ । ଛିଟିକି ହୋଇ ପଡିଲେ ନାବାଳକ । ଏଭଳି ଏକ ଛାତିଥରା ଦୃଶ୍ୟ ବାଙ୍ଗଲାଦେଶରୁ ସାମ୍ନାକୁ ଆସିଛି । ତେବେ ଦୁର୍ଘଟଣା ସମୟର ଲାଇଭ ଭିଡିଓ ମଧ୍ୟ…