ଲିଭ-ଇନ୍ ସମ୍ପର୍କରେ ଫାଟ..କଳହ ପରେ ଯୁବତୀ ଏବଂ ୬ ମାସର ଶିଶୁକୁ ଛୁରି ଭୁସି ହତ୍ୟା କଲା ପ୍ରେମିକ
ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଉତ୍ତର ଦିଲ୍ଲୀର ମଜନୁ କା ଟିଲା ଅଞ୍ଚଳରେ ଏକ ଡବଲ୍ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଠାରେ ଏକ ଘରେ ଜଣେ ଯୁବତୀ ଏବଂ ଏକ 6 ମାସର ଶିଶୁକନ୍ୟାଙ୍କୁ ହତ୍ୟା କରାଯାଇଛି ।…