fbpx

ଆସନ୍ତାକାଲି ଭୀଷଣ ବାତ୍ୟା ; ୧୪ରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋଚ୍’

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ପରିଣତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ଏବଂ ସେହି ଦିନ ମଧ୍ୟରାତ୍ରରେ…

Loksabha And Assembly Byelection ; ୪ ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ଉପ-ନିର୍ବାଚନ ପାଇଁ ମତଦାନ ଜାରି ..

ନୂଆଦିଲ୍ଲୀ : ଦେଶର ଗୋଟିଏ ଲୋକସଭା ଏବଂ ୪ଟି ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । କର୍ଣ୍ଣାଟକ ସମେତ ୪ଟି ରାଜ୍ୟରେ ମତଦାନ ଜାରି ରହିଛି । ଗୋଟିଏ ପଟେ କର୍ଣ୍ଣାଟକରେ ବିଧାନସଭା…

ମା କାନ୍ଦୁଥିଲେ ଅଫିସ ଯିବିନି , ୨ ବର୍ଷର ପୁଅ ଏଭଳି ବୁଝାଇଲା ଦେଖନ୍ତୁ ଭିଡିଓ, କହିଲା – ଅଫିସକୁ ଯିବାକୁ ପଡିବ

ନୂଆଦିଲ୍ଲୀ : ସପ୍ତାହ ଶେଷରେ ମଜା କରିବା ପରେ ପ୍ରାୟତଃ ପିଲାମାନେ ସ୍କୁଲ ନ ଯିବା ଜିଦ୍ କରନ୍ତି ବା କାନ୍ଦନ୍ତି । ଏଠଇ କିନ୍ତୁ କଥା ପୁରା ଓଲଟା । ଏଠି ସ୍କୁଲ ନ ଯିବାକୁ ଛୁଆ ଅଝଟ ହେଉନାହିଁ, ବରଂ ମା’ କାନ୍ଦୁଛି…

ମଙ୍ଗଳବାର ଦିନ ଏହା ମଧ୍ୟରୁ ମାତ୍ର ଗୋଟିଏ କାର୍ଯ୍ୟ କରନ୍ତୁ, ଦୂର ହେବ ସମସ୍ତ ସମସ୍ୟା

ନୂଆଦିଲ୍ଲୀ : ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ଦେବତାଙ୍କୁ ଉତ୍ସର୍ଗ କରାଯାଇଥାଏ । ମଙ୍ଗଳବାର ହେଉଛି ବଜରଙ୍ଗ ବାଲି ବା ଭଗବାନ ହନୁମାନଙ୍କ ଦିନ । ଏହି ଦିନ ପୂର୍ଣ୍ଣ ଭକ୍ତି ସହିତ ହନୁମାନଙ୍କୁ ପୂଜା କରି ଜୀବନରେ…

Kerala Boat Tragedy : ଏହି ଭୁଲ ଯୋଗୁଁ ବୁଡିଥିଲା ଡଙ୍ଗା, ଏହା ଥିଲା ସବୁଠାରୁ ବଡ ଭୁଲ ..

କେରଳର ଡଙ୍ଗା ଦୁର୍ଘଟଣା: କେରଳର ଥୁବଲାଥୀରାମ ଉପକୂଳ ନିକଟରେ ଥିବା ପର୍ୟ୍ୟଟନ ଡଙ୍ଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୨ କୁ ବୃଦ୍ଧି ପାଇଛି। ରବିବାର ସନ୍ଧ୍ୟାରେ ଡଙ୍ଗା ବୁଡ଼ିଯିବା ପରେ ୮ ଜଣଙ୍କୁ…

ଆଶ୍ଚର୍ଯ୍ୟ ! QR କୋଡ ସ୍କାନ କଲେ ଜାଣିପାରିବେ… ଆମ୍ବ କେଉଁ ବଗିଚାର ଓ ଏହା କେଉଁ ପ୍ରଜାତିର ?

ନୂଆଦିଲ୍ଲୀ : ଆମ୍ବ ଋତୁ ଆସିଗଲାଣି । ଆମ୍ବ ପ୍ରେମୀଙ୍କ ପାଇଁ ଏକ ବିଶେଷ ଖବର ରହିଛି । ଏଥର ଆମ୍ବ କିଣିଲା ବେଳେ କଞ୍ଚା କି ପାଚିଲା ନୁହେଁ ବରଂ ଆମ୍ବ କେଉଁ ପ୍ରଜାତିର କେଉଁ ବଗିଚାର ଏବଂ ତାର ମାଲିକ କିଏ ତାହା ମଧ୍ୟ…

ଭାରତ ପାଇଁ ଖୁସି ଖବର ! ପୁଣି ବାହାରିଲା ଲିଥିୟମ ଭଣ୍ଡାର, ଜାମ୍ମୁ-କାଶ୍ମୀର ପରେ ଏବେ ରାଜସ୍ଥାନରୁ ବଡ଼ ଭଣ୍ଡାର ଠାବ….

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପରେ ବର୍ତ୍ତମାନ ରାଜସ୍ଥାନରେ ଲିଥିୟମର ବହୁତ ବଡ ଭଣ୍ଡାର ଆବିଷ୍କୃତ ହୋଇଛି । ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ର ଅଧିକାରୀମାନେ ମଧ୍ୟ ଏହା ନିଶ୍ଚିତ କରିଛନ୍ତି। ଜାମ୍ମୁ କାଶ୍ମୀରରେ…

ଆଇଡି ଟେନସନ ଆଉ ନାହିଁ… ସେଲଫି ରେ ହେବ ଭୋଟିଂ , ସୁରକ୍ଷାକୁ ନେଇ ପ୍ରଶ୍ନ

ନୂଆଦିଲ୍ଲୀ : ଭାରତର ନିର୍ବାଚନ ଆୟୋଗ ଭୋଟିଂ ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଛନ୍ତି ବା ଭୋଟିଂ ଆପ୍ ପ୍ରସ୍ତୁତ କରିଛନ୍ତି । ଏଥିରେ ଭୋଟରମାନେ ସେଲଫି ମାଧ୍ୟମରେ ନିର୍ବାଚନ ଭୋଟ୍ ଦେବାକୁ ସମର୍ଥ ହେବେ। ସରଳ…

୨୮ ବର୍ଷ ପରେ ମୁମ୍ବାଇ ଫେରିଲେ ରଜନୀକାନ୍ତ ! ଆସିଲା ଫାଷ୍ଟ ଲୁକ୍

ମୁମ୍ବାଇ : ଦୀର୍ଘ ୨୮ ବର୍ଷ ପରେ ମୁମ୍ବାଇ ଫେରିଛନ୍ତି ରାଜନୀକାନ୍ତ । କେବଳ ଫେରି ନାହାଁନ୍ତି , ଡନ୍ ହୋଇ ଫେରିଛନ୍ତି ଏବଂ ମୁମ୍ବାଇ ଉପରେ ରାଜ କରିବେ । ଆକ୍ରମଣାତ୍ମକ ଓ ଶତ୍ରୁ ଦମନ ଷ୍ଟାଇଲେ ତାଙ୍କ ଫାଷ୍ଟ ଲୁକ୍…

ଜାମ୍ମୁ କାଶ୍ମୀର ଯିବାକୁ ପ୍ଲାନ କରୁଛନ୍ତି କି ? ତା ପୂର୍ବରୁ ଜାଣି ରଖନ୍ତୁ ସେଠାକାର ପାଣିପାଗ ସମ୍ପର୍କରେ

ଶ୍ରୀନଗର : ମେ ମାସରେ କାଶ୍ମୀର ଉପତ୍ୟକାର ଅନେକ ସ୍ଥାନରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି। ଆଜି ତୁଷାରପାତରେ ସ୍ଥାନୀୟ ଲୋକମାନେ ବହୁତ ଖୁସି ହୋଇଥିଲେ। କିଶୋର ଜିଲ୍ଲାର ମାରୱା ଉପତ୍ୟକାରେ ପ୍ରବଳ ତୁଷାରପାତ…