fbpx

ଭୟଙ୍କର ସଡ଼କ ଦୁର୍ଘଟଣା ; ଅଜଣା ଗାଡି ଧକ୍କାରେ ଓଲଟି ପଡିଲା ବସ୍ , ୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଏକ ଭୟଙ୍କର ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏକ ଅଜଣା ଗାଡି ଧକ୍କା ଦେବା ପରେ ବସ୍ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ରୁ ଅଧିକ ଲୋକ ଆହତ ହୋଇଥିଲେ।…

ଗୋଟିଏ, ଦୁଇ କିମ୍ବା ତିନି ସନ୍ତାନ ପାଇବା ପାଇଁ ପ୍ଲାନ କରୁଥିଲେ ଜାଣନ୍ତୁ ସଠିକ୍ ବୟସ କେତେ ? ମହିଳାମାନେ ଏହି ଭୁଲ୍ କରନ୍ତୁ ନାହିଁ..

ନୂଆଦିଲ୍ଲୀ : କମ୍ ବୟସରେ ବିବାହ କିମ୍ବା ପରିବାର ଯୋଜନା ବିଷୟରେ ବହୁତ କମ୍ ଲୋକ ଚିନ୍ତା କରନ୍ତି । ସେମାନେ ଭାବନ୍ତି ଯେ, ଏସବୁ ପାଇଁ ବହୁତ ସମୟ ଅଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଠିକ୍ ନୁହେଁ । ପୂର୍ବରୁ…

ମଣିପୁର ହିଂସାରେ ମୃତ୍ୟୁ ସଂଖ୍ୟା ୫୪ କୁ ବୃଦ୍ଧି , ସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ

ନୂଆଦିଲ୍ଲୀ: ମଣିପୁରରେ ହିଂସା ହେତୁ ଏପର୍ୟ୍ୟନ୍ତ ୫୪ ଜଣ ଲୋକ ପ୍ରାଣ ହରାଇଛନ୍ତି। ୫୪ ମୃତକଙ୍କ ମଧ୍ୟରୁ ୧୬ ଟି ମୃତଦେହ ଚୁରାଚାନ୍ଦପୁର ଜିଲ୍ଲା ଡାକ୍ତରଖାନାର ରଖାଯାଇଥିବାବେଳେ ୧୫ ଟି ମୃତଦେହ ଜବାହରଲାଲ ନେହେରୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୮ ସକାଳୁ ଲଘୁଚାପ !

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଘୂର୍ଣ୍ଣିବଳୟ ଆରମ୍ଭ ହୋଇସାରିଛି । ଆଜିି ସକାଳ ସାଢେ ୮ଟାରେ ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସକ୍ରିୟ ରହିଛି । ଏହାର ପ୍ରଭାବରେ ୮ ତାରିଖ ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି…

କ୍ରେଡିଟ୍ କାର୍ଡ ୟୁଜର୍ସଙ୍କୁ ଦେବାକୁ ପଡିଥାଏ ଏହି ୫ଟି ଚାର୍ଜ ! ଯାହା ବ୍ୟାଙ୍କ କିମ୍ବା ଏଜେଣ୍ଟମାନେ କଦାପି କୁହନ୍ତି ନାହିଁ

ନୂଆଦିଲ୍ଲୀ : କ୍ରେଡିଟ୍ କାର୍ଡ ବ୍ୟବହାରୀଙ୍କ ସଂଖ୍ୟା ଦିନକୁ ଦିନ ବହୁତ ବୃଦ୍ଧି ପାଇଛି । ବର୍ତ୍ତମାନ ବଜାରରେ ବହୁତ ଗୁଡିଏ ବ୍ୟାଙ୍କର ଅନେକ ପ୍ରକାରର କ୍ରେଡିଟ୍ କାର୍ଡ ଉପଲବ୍ଧ । ଅନେକ ଥର ଲୋକଙ୍କୁ ବ୍ୟାଙ୍କରୁ କଲ…

ବିଜୁଳି ବିଭ୍ରାଟ ; ବିନା ଆଲୁଅରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ୯ ମିନିଟ୍ କଟିଲା ବିଜୁଳି

ଭୁବନେଶ୍ୱର : ମହାମହିମଙ୍କ ଅଭିଭାଷଣ ସମୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବ ସମୟରେ ଏକ ବଡ ଧରଣର ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି ।…

ମାସକୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ! ଘରେ ବସି ଦେଶ ଓ ବିଦେଶ କମ୍ପାନୀ ପାଇଁ କାମ କରନ୍ତୁ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ଏବଂ ଅନଲାଇନ୍ ଯୁଗରେ ଅନେକ ଇ-ବାଣିଜ୍ୟ କମ୍ପାନୀକୁ ନିଜ ୱେବସାଇଟ୍ ପାଇଁ କଟେଣ୍ଟ ରାଇଟର ବା ଏକ ବିଷୟବସ୍ତୁ ଲେଖକ ଆବଶ୍ୟକ କରନ୍ତି । କେତେକ କମ୍ପାନୀ ସ୍ଥାୟୀ କଟେଣ୍ଟ ରାଇଟର ନିଯୁକ୍ତି…

ପ୍ରଶାନ୍ତୀ ଏକ୍ସପ୍ରେସ୍ ବଗିରୁ ଶିଶୁପୁତ୍ର ଉଦ୍ଧାର ; ଫେରିଲେନି ବାପା-ମା, ଚାଇଲ୍ଡଲାଇନକୁ ହସ୍ତାନ୍ତର

ଭୁବନେଶ୍ୱର : ପିଲାଟି ପାଇଁ କିଏ କେତେ ଦିଅଁ ଦେବତାକୁ ପୂଜା କରୁଛି ତ ଅନ୍ୟ କିଏ ମାନସିକ ବ୍ରତ କରୁଛି । ହେଲେ ଯାହାକୁ ମିଳୁଛି ସେ ତାକୁ ଏଠି ସେଠି ଫୋପଡା ଫିଙ୍ଗା କରୁଛି । ସେହିଭଳି ଏକ ହୃଦୟସ୍ପର୍ଶ ଖବର ପହଞ୍ଚିଛି…

କଂଗ୍ରେସର ସଙ୍ଗୀନ ଅଭିଯୋଗ – ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପରିବାରକୁ ହତ୍ୟା ଷଡଯନ୍ତ୍ର କରୁଛି ବିଜେପି

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ ସେତିକି ବୃଦ୍ଧି ପାଉଛି । ଭାରତୀୟ ଜନତା ପାର୍ଟି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ…

ରୋଷେଇ ସାମଗ୍ରୀ ସରିଯାଇଛି କି? ଭୁଲରେ ବି ଶନିବାର ଦିନ କିଣନ୍ତୁ ନାହିଁ ଏହି ଜିନିଷ..

ନୂଆଦିଲ୍ଲୀ : ସପ୍ତାହରେ ୭ ଦିନ ମଧ୍ୟରୁ ପ୍ରତିଟି ଦିନକୁ ଜଣେ ଜଣେ ବେଦୀ ଦେବତାଙ୍କୁ ସମର୍ପିତ କରାଯାଇଛି । ସେହି ପରିପ୍ରେକ୍ଷୀରେ ଶନିବାରକୁ ଶନି ଦେବଙ୍କୁ ଉତ୍ସର୍ଗ କରାଯାଇଛି । ତେବେ ଏହି ଦିନ ଏପରି କିଛି ଜିନିଷ…