fbpx

ଜୁନ୍ ୧୦ ପର୍ଯ୍ୟନ୍ତ ଚାଲିବନି ଇଣ୍ଟରନେଟ୍ ; ସରକାର ଲଗାଇଲେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ମଣିପୁରରେ ହିଂସାକାଣ୍ଡ ରୋକିବା ପାଇଁ ସରକାର ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ଏବେ ଆହୁରି ଜୁନ୍ ୧୦ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ୍ ଜୁନ୍ ୧୦ ତାରିଖ ଅପରାହ୍ନ ୩ଟା…

ପାଣି ବି ଦିଶୁଛି ରକ୍ତ ଭଳି..ଭୋକ ଶୋଷ ସବୁ ବନ୍ଦ; ଉଦ୍ଧାରକାରୀଙ୍କ ଏମିତି ଅବସ୍ଥା, ଚାଲିଛି ମାନସିକ ଚିକତ୍ସା

ଭୁବନେଶ୍ୱର/ନୂଆଦିଲ୍ଲୀ : ହଜାର ହଜାର ଲୋକଙ୍କୁ ଉଦ୍ଧାର କଲେ । କେତେ ଯେ ମୃତଦେହକୁ ଉଠାଇ ଟ୍ରକ୍ ଭର୍ତ୍ତି କଲେ ଏବଂ ଆହତଙ୍କୁ ଚିକତ୍ସା ପାଇଁ ପଠାଇଲେ, ତାହାର ହିସାବ ନାହିଁ । କିନ୍ତୁ ଏବେ ନିଜେ ଚିକତ୍ସାଧୀନ…

୧୧୬ ବର୍ଷ ପୂର୍ବେ ହୋଇଥିଲା ଦେଶର ପ୍ରଥମ ଟ୍ରେନ୍ ଦୁର୍ଘଟଣା !

ଭୁବନେଶ୍ୱର : ଟ୍ରେନ୍ ରେ ଯାତ୍ରା କରିବାକୁ ଆଜି ବି ଲୋକ ସୁକ୍ଷିତ ମନେ କରନ୍ତି । କିନ୍ତୁ ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ପୁରା ବିଶ୍ୱବାସୀଙ୍କୁ ସ୍ତବ୍ଧ କରି ଦେଇଛି । ଏହି ଦୁର୍ଘଟଣାରେ ସରକାରୀ…

ସ୍କୁଲ ଘରେ ଶବ ଥିଲା, ଏବେ ସ୍କୁଲ ଯିବାକୁ ଡର ଲାଗୁଛି

ଭୁବନେଶ୍ୱର : ବାହାନଗା ନୋଡାଲ ସ୍କୁଲରେ ରଖାଯାଇଥିଲା କୁଢ କୁଢ ମୃତଦେହ । ଦୁର୍ଘଟଣା ପରେ ମୃତଦେହ ରଖିବାକୁ କିଛି ଠିକଣା ମିଳିନଥିଲା । ଶେଷରେ ବାହାନଗା ନୋଡାଲ ସ୍କୁଲକୁ ବଛା ଯାଇଥଇଲା । ଟ୍ରକ ଟ୍ରକ୍ ମୃତଦେହ ଅଣାଯାଇ…

ଓଡିଶା ଟ୍ରେନ୍ ଟ୍ରାଜେଡି : ୮୪ ମୃତକ ପରିବାରକୁ ମିଳିଛି ସହାୟତା

ଭୁବନେଶ୍ୱର : ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଉଛି । ଏପର୍ଯ୍ୟନ୍ତ ମୋଟ୍ ୮୪ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି । ୬ ଲକ୍ଷ ୯୦ ହଜାର ଟଙ୍କା…

ଦଶମ ପାସ୍ ଛାତ୍ରମାନେ ତମାଖୁ ସେବନରେ ସର୍ବାଧିକ : ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଅଧିକ ତମାଖୁ ସେବନ କରୁଛନ୍ତି ଦଶମ ପାସ୍ ଛାତ୍ର । ଅର୍ଥାତ୍ ତମାଖୁ ବ୍ୟବହାରକାରୀଙ୍କ ମଧ୍ୟରେ ଦଶମ ଶ୍ରେଣୀ ପାସ୍ ଛାତ୍ର ସର୍ବାଧିକ ବୋଲି ଜରାପଡିଛି । ଏକ ସର୍ଭେରୁ ଏହି ତଥ୍ୟ ପ୍ରକାଶ ପାଇଛି । ଚଳିତ…

ଅଙ୍ଗନବାଡିରୁ ଭିଟାମିନ୍ ଔଷଧ ଦେବା ପୂର୍ବରୁ ଥରେ ଯାଞ୍ଚ କରନ୍ତୁ, ଏକ୍ସପାଏରୀ ମେଡିସିନ୍ ଖାଇ ଶିଶୁ ମୃତ

ଭୁବନେଶ୍ୱର : ମା ଓ ଶିଶୁ ଉଭୟଙ୍କୁ ପୋଷକ ତତ୍ତ୍ୱ ଯୋଗାଇ ଦେବାପ ସରକାର ପଦକ୍ଷେପ ନେଉଛନ୍ତି । ଗାଁ ଗାଁରେ ଅଙ୍ଗନବାଡି କର୍ମୀଙ୍କୁ ନିୟୋଜିତ କରି ମାଗଣାରେ ବିଭିନ୍ନ ପ୍ରକାର ଭିଟାମିନ୍ ଔଷଧ ବଣ୍ଟନ କରାଯାଉଛି । କିନ୍ତୁ…

ଶବ ଦୁର୍ନୀତିର ସମ୍ଭାବନା ! ଟଙ୍କା ଲୋଭରେ ହଡପ ହୋଇପାରେ ମୃତଦେହ

ଭୁବନେଶ୍ୱର : ଶବ ପାଇଁ କଣ୍ଟେନର । ଗତକାଲି ଠାରୁ ଏହି ଖବର ଚର୍ଚ୍ଚାରେ ରହିଛି । କାରଣ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହଗୁଡିକୁ ସାଇତି ରଖିବା ପାଇଁ କଣ୍ଟେନର ବ୍ୟବସ୍ଥା କରାଯାଇଛି ।…

ମୃତକଙ୍କ ମଧ୍ୟରେ କେତେ ଜଣ ମହିଳା ଓ କେତେ ଜଣ ଶିଶୁ ଅଛନ୍ତି ପ୍ରକାଶ କରାଯାଉନାହିଁ କାହିଁକି ?

ଭୁବନେଶ୍ୱର : ଚଳିତ ଜୁନ୍‌ ୭ ତାରିଖରୁ ଶାଲିମାର ଷ୍ଟେସନରୁ ଗଡ଼ିବ ନୂଆ ରେକ୍‌ ଓ ନୂଆ ଇଂଜିନ୍‌କୁ ନେଇ ତିଆରି ହୋଇଥିବା ନୂଆ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌। ସେଦିନ ବିଭିନ୍ନ ଷ୍ଟେସନରେ ନଡ଼ିଆ ବାଡେଇ ଧୂପ ଦୀପ…

ଶବ ଗାଡ଼ିରେ ଚେତା ଫେରିଲା, ହାତ ଠାରି ଡାକି ନିଜ ଜୀବନ ବଞ୍ଚାଇଲେ ଯୁବକ

କୋଲକାତା : ଜୁନ୍ ୨ ଶୁକ୍ରବାର ର ସେହିୁ କାଳ ରାତି । ଗୋଟିଏ ସେକେଣ୍ଡରେ ଚାଲିଗଲା ଶହ ଶହ ଲୋକଙ୍କ ଜୀବନ । କେହି କିଛି ବୁଝିବା ଆଗରୁ ସବୁ କିଛି ଛିନ୍ଛତ୍ର ହୋଇଗଲା । କିଏ କୁଆଡେ ଛିଟିକି ପଡିଲେ ତାହାର କିଛି ହିସାବ…