fbpx

ଟୁଥପେଷ୍ଟ ଲଗାଇବା ପରେ କିମ୍ବା ପୂର୍ବରୁ ବ୍ରସ୍ କୁ ଧୋଉଛନ୍ତି କି ? ଏହି ଅଭ୍ୟାସ ମହଙ୍ଗା ପଡିପାରେ – ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଭୁବନେଶ୍ୱର/ନୂଆଦିଲ୍ଲୀ : ପ୍ରାୟ ସମସ୍ତେ ସକାଳୁ ଉଠିଲା ପରେ ଦାନ୍ତ ଘଷନ୍ତି ବା ବ୍ରସ୍ କରନ୍ତି । ତା’ ପରେ ଅନ୍ୟ ଯାହା କାର୍ଯ୍ୟ କରନ୍ତି । ଦାନ୍ତୁ ସଫା ରଖିବା ପାଇଁ ବ୍ରସ୍ କରାଯାଏ । ଡାକ୍ତରଙ୍କ କହିବା ହେଲା ଯେ,…

ଭଙ୍ଗାଯିବ ସେହି ସ୍କୁଲ ଘର, ଯେଉଁଠାରେ ରଖାଯାଇଥିଲା ଶବ !

ଭୁବନେଶ୍ୱର : ଏବେ ଭଙ୍ଗାଯିବ ସେହି ସ୍କୁଲ ଘର ଯେଉଁଠାରେ ରଖାଯାଇଥିଲା ମୃତଦେହ । ବାହାନଗା ନୋଡାଲ ସ୍କୁଲ ଭଙ୍ଗାଯାଇପାରେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସ୍କୁଲ ପରିଚାଳନା କିମିଟି ଚାହିଁଲେ ସ୍କୁଲ ଭଙ୍ଗାଯିବ…

ସପ୍ତାହ ବିଳମ୍ବରେ କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ୱର : ବିଳମ୍ବରେ ହେଉ ପଛେ ମୌସୁମୀ କେରଳ ଛୁଇଁଛି । ପ୍ରାୟ ଏକ ସପ୍ତାହ ବିଳମ୍ବରେ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ଏନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି । ଆଗାମୀ ଦୁଇ ଦିନରେ ଅଧିକ ଅଞ୍ଚଳରେ ମୌସୁମୀ…

ପ୍ରକୃତିଙ୍କ ମହାନତା ; ଟ୍ରେନ୍ ଟ୍ରାଜେଡି ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ସହାୟତା ଦେଲେ

ଭୁବନେଶ୍ୱର : ସବୁବେଳେ ଚର୍ଚ୍ଚାରେ ଥିବା ପ୍ରକୃତି ମିଶ୍ରଙ୍କ ମହାନତା ଦେଖିବାକୁ ମିଳିଛି । ଟ୍ରେନ୍ ଟ୍ରାଜେଡିର ପୀଡିତଙ୍କ ପାଇଁ ସେ ଆଗକୁ ଆସି ସହାୟତାର ହାତ ବଢାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ…

ଆରବିଆଇ ମୁଦ୍ରାସ୍ଫୀତି : ରେପୋ ରେଟ୍ ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ – ଗଭର୍ଣ୍ଣରଙ୍କ ସୂଚନା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ । ଏହି ହାର ୬.୫୦ ପ୍ରତିଶତରେ ହିଁ ଅପରିବର୍ତ୍ତିତ ରହିଛି । ମୁଦ୍ରା ନୀତି କମିଟିର ଦୁଇ ଦିନିଆ ବୈଠକ ପରେ ଆରବିଆଇ ଗଭର୍ଣ୍ଣର…

ମାଆର ମମତା ଆଗରେ ସବୁ ତୁଚ୍ଛ.. ସଂସଦରେ ଶିଶୁକୁ ସ୍ତନ୍ୟପାନ କରାଇବାକୁ ମିଳିଲା ଅନୁମତି

ଇଟାଲୀ : କୁହାଯାଏ ମାଆର ମମତା ଆଗରେ ସବୁ ତୁଚ୍ଛ । ମାଆ ଚାହିଁଲେ ତା ପିଲା ପାଇଁ ସବୁ କରିପାରିବ । ତା’ ପିଲାର ସୁରକ୍ଷା ପାଇଁ ସବୁ ପରିସ୍ଥିତି ସହ ଲଢିପାରିବ । ଏହାକୁ ସତ ବୋଲି ପ୍ରମାଣ କରିଛନ୍ତି ଇଟାଲୀର ଜଣେ ମହିଳା…

କୋଲହାପୁରରେ ହିଂସା : ୩୬ ଜଣ ଗିରଫ, ସହରରେ ଇଣ୍ଟରନେଟ୍ ବନ୍ଦ, ୧୪୪ ଧାରା ଲାଗୁ

କୋଲହାପୁର : ମହାରାଷ୍ଟ୍ରର କୋଲହାପୁରରେ ହୋଇଥିବା ହିଂସାକାଣ୍ଡ ପରେ ପୋଲିସ ଆକସନ୍ ମୋଡକୁ ଆସିଛି । ପୋଲିସ ମୋଟ ୩୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି । ସମ୍ପ୍ରତି ଘଟଣାର ଗୁଜବକୁ…

ଓଡ଼ିଶା ଟ୍ରେନ୍ ଟ୍ରାଜେଡି : ବାପା-ମାଙ୍କୁ ଟିଭି ପରଦାରେ ଦେଖି ଚିହ୍ନିଲା ଆହତ ପୁଅ

କଟକ: ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି। ଏଥି ସହିତ ଅନେକ ଲୋକ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କ ସମ୍ପର୍କୀୟମାନେ ଖୋଜାଖୋଜି ଥକି ପଡିଲେଣି । କିଏ ଆହତ ଓ ମୃତକ ଅବସ୍ଥାରେ ନିଜ…

ଆଜି ଅପରାହ୍ନରେ ଆସିବ ରେଜଲ୍ଟ ; +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର : ଆଜି ପ୍ରକାଶ ପାଇବ +୨ କଳା ପରୀକ୍ଷା ଫଳାଫଳ । ଏହା ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ଆଜି ପ୍ରକାଶ ପାଇବ । ଅପରାହ୍ନ ୪ଟା ରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀ…

ଗୋଟିଏ ଶବ ର ୬ ଦାବିଦାର : ଅନ୍ୟ ଶବର କେହି ନାହିାଁନ୍ତି

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କିଛି ମୃତଦେହକୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ କିଛି ମୃତଦେହର ପରିଚୟ ମିଳିନାହିଁ । କିନ୍ତୁ କିଛି…