fbpx

ପୁଅ ଶବକୁ ଖୋଜୁଛି ବାପା ; ପହଞ୍ଚିଲା ବେଳକୁ ଅନ୍ୟ କିଏ ନେଇଯାଇଛି

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ପଶ୍ଚିମବଙ୍ଗରୁ ଆସିଥିବା ଜଣେ ବୃଦ୍ଧ ତାଙ୍କ ପୁଅକୁ ବିହାର କେହି ନେଇ ଯାଇଥିବା ଅଭିଯୋଗ କରିଛନ୍ତି । ତିନି…

ଟ୍ରେନ୍ ଦୁର୍ଘଟଣା ଅପଡେଟ୍ ; ଅଧିକାରୀଙ୍କ ମୋବାଇଲ ସିଜ୍ କଲା ସିବିଆଇ

ବାଲେଶ୍ୱର/ଭୁବନେଶ୍ୱର : ବାଲେଶ୍ୱର ବାହାନଗାରୁ ଏକ ବଡ ଅପଡେଟ୍ ଆସିଛି । ରେଳ ଅଧିକାରୀଙ୍କ ମୋବାଇଲ ଫୋନ୍ ସିଜ୍ କରାଯାଇଥିବା ସୂଚନା ମିଳିଛି । ସିବିଆଇ ପକ୍ଷରୁ କରାଯାଉଥିବା ଟେକ୍ନିକାଲ ଯାଞ୍ଚ ସମୟରେ ଅଧିକାରୀଙ୍କ…

ଚଳିତମାସରେ ପ୍ରକାଶ ପାଇବ NEET UG Result 2023 ; ରେଜଲ୍ଟ ଜାଣିବା ପାଇଁ ଚେକ୍ କରନ୍ତୁ ଏହି ୱେବ ସାଇଡ୍

ନୂଆଦିଲ୍ଲୀ : ଜାତୀୟ ପରୀକ୍ଷା ଏଜେନ୍ସି (NTA) ପକ୍ଷରୁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (NEET) UG 2023ର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚଳିତ ମାସରେ ଏହି…

ଗାର୍ଲସ୍ ହଷ୍ଟେଲରୁ ଉଲଗ୍ନ ମୃତଦେହ ଉଦ୍ଧାର ; ସନ୍ଦିଗ୍ଧର ଆତ୍ମହତ୍ୟା, ଟ୍ରେନ୍ ଲାଇନରୁ ଶବ ମିଳିଲା

ମୁମ୍ବାଇ: ଏକ ସରକାରୀ ଗାର୍ଲସ୍ ହଷ୍ଟେଲରୁ ଉଲଗ୍ନ ମୃତଦେହ ଜବତ ହୋଇଛି । ବଳାତ୍କାର ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହି ମାମଲାରେ ସନ୍ଦିଗ୍ଧ ସୁରକ୍ଷାକର୍ମୀ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା…

ଟ୍ରେନ୍ ଟ୍ରାଜେଡି ; ରେଳ ବିଭାଗ ପକ୍ଷରୁ ୬୮୮ଟି ପରିବାରକୁ ଦିଆଯାଇଛି ସହାୟତା ରାଶି

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତା ରାଶି ଯୋଗାଇ ଦିଆଯାଉଛି । ଶହ ଶହ ଲୋକ ମୃତ୍ୟୁବରଣ ଓ ହଜାର ହଜାର ଲୋକ ଆହତ ହୋଇଥିବା ବେଳେ ଜଣ ଜଣଙ୍କୁୁ କରି ସହାୟତା ରାଶି ଯୋଗାଇ…

କରମଣ୍ଡଳ ସୁପରଫାଷ୍ଟ ଦେଖିଲେ ଲୋକେ ଡରୁଛନ୍ତି ; ଦୁର୍ଘଟଣାରର ୪ ଦିନ ପରେ ଟ୍ରାକ୍ କୁ ଫେରିଛି

ଭୁବନେଶ୍ୱର : ସେଦିନ କାଳ ସାଜିଥିବା କରମଣ୍ଡଳ ଏବେ ଟ୍ରାକ୍ କୁ ଫେରିଛି । ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଟ୍ରାକ୍ରେ ଦୌଡୁଛି ସୁପରପାଷ୍ଟ କରମଣ୍ଡଳ ଏକ୍ସପ୍ରେସ୍ । କିନ୍ତୁ ଲୋକମାନେ ଡରୁଛନ୍ତି । କରମଣ୍ଡଳକୁ…

ଆଜି ଭୟଙ୍କର ରୂପ ନେଉଛି ସାଇକ୍ଲୋନ୍ ‘ବିପର୍ଯ୍ୟୟ’ , ଆଉ ମାତ୍ର ୬ ଘଣ୍ଟା ପରେ ତାଣ୍ଡବ ରଚିବ – ଆଲର୍ଟ ଜାରି କଲା ଆଇଏମଡି

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ଦ୍ରୁତ ଗତିରେ ଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ମାଡି ଆସୁଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି। ପାଣିପାଗ…

ବୋଲେରୋ ଧକ୍କାରେ ରାସ୍ତାରେ ଉଡିକି ପଡିଲେ କୋଚିଂ ସେଣ୍ଟର ଯାଉଥିବା ଛାତ୍ରୀ , କ୍ୟାମେରାରେ କଏଦ ହୋଇଛି ଛାତିଥରା ଦୁର୍ଘଟଣାର ଦୃଶ୍ୟ

ପାଟନା: ଗୋଟିଏ କି ଦୁଇଟି ନୁହେଁ, କ୍ରମାଗତ ଭାବରେ ୭ ଜଣ ସ୍କୁଲ ଛାତ୍ରୀଙ୍କୁ ଧକ୍କା ଦେଇଛି ଗୋଟିଏ ବୋଲେରୋ । ଛାତ୍ରୀମାନେ କୋଚିଂ ସେଣ୍ଟର ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ଦ୍ରୁତ ଗତିରେ ଆସି ବୋଲେରୋଟି ସେମାନଙ୍କୁ…

ଜାତିସଂଘ ସୁରକ୍ଷା ପରିଷଦକୁ ନିର୍ବାଚିତ ହେଲେ ଏହି ପାଞ୍ଚଟି ଦେଶ

ନ୍ୟୁୟର୍କ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପରିବର୍ତ୍ତନ ଆଣିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଦୀର୍ଘ ଦିନର ଦାବି ଏବେ ପୂରଣ ହୋଇଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟ ଭାବେ…

ଆହୁରି ୩୧ ଜଣ ବଙ୍ଗୀୟ ଯାତ୍ରୀ ନିଖୋଜ ଅଛନ୍ତି – କଟକ ଏସସିବିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ

କଟକ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କଟକରେ ପହଞ୍ଚିଛନ୍ତି । କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗ ଯାତ୍ରୀଙ୍କୁ ଦେଖିବା ପାଇଁ ସେ ଆସିଛନ୍ତି । ଏସସିବିରେ ୫୩ ଜଣ ପଶ୍ଚିମବଙ୍ଗ…