fbpx
BSKY
BJD MC SKY
BJD MS SKY

ଟ୍ରେନ୍ ଦୁର୍ଘଟଣାକୁ ନେଇ ମମତାଙ୍କ ବଡ ଘୋଷଣା : ମୃତକ ଓ ଆହତଙ୍କ ପରିବାର ସଦସ୍ୟଙ୍କୁ ଦେବେ ଚାକିରୀ

କୋଲକାତା : ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସେମାନଙ୍କ ଦୁଃଖ ଯନ୍ତ୍ରଣା ସହି ପାରିନାହାନ୍ତି ପଶ୍ଚିମବଙ୍ଗର…

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଜିଆରପି ଥାନାରେ ଏତଲା ; କାହା ନାଁରେ ହେଲା ମାମଲା ରୁଜୁ ?

ଭୁବନେଶ୍ୱର : ବାଲେଶ୍ୱର ବାହାନଗାର ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଛି । ଏଥିରେ କାହାର ଭୁଲ ଏବଂ କାହା ନାଁରେ ମାମଲା ରୁଜୁ ହେବ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱ ଉପୁଜିଥିବାବେଳେ ଆଜି ଜିଆରପି…

ବିଳମ୍ବ ହୋଇପାରେ ମୈସୁମୀ ! ଦକ୍ଷିଣ-ପୂର୍ବ ଆରବ ସାଗରରେ ସାମ୍ଭାବ୍ୟ ଲଘୁଚାପ

ଭୁବନେଶ୍ୱର/ନୂଆଦିଲ୍ଲୀ : ଦେଶର ଅଧିକାଂଶ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ମଧ୍ୟ, ପୂର୍ବ ଓ ଉତ୍ତର ପ୍ରାନ୍ତର ଅଧିକାଂଶ ଅଞ୍ଚଳରେ ଜାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏହି ସମୟରେ ମୌସୁମୀକୁ ନେଇ…

ସର୍ଜରୀ ପୂର୍ବରୁ ନିର୍ବୋଧ ବାଳକର ମନଖୋଲା ଡାନ୍ସ , ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ : ହସ୍ପିଟାଲକୁ ଗଲେ ପ୍ରାୟ ସମସ୍ତେ ନର୍ଭସ ହୋଇଯାଆନ୍ତି । ମନ ଦୁଃଖ ହୋଇଯାଏ । ଛୁଞ୍ଚି, ଇଞ୍ଜେକସନ୍ ଏବଂ ଅନ୍ୟାନ୍ୟ ମେଡିକାଲ ଉପକରଣ ଦେଖିଲେ କାହାକୁ ବା ଡର ନ ଲାଗେ । ଉପରେ ଆମେ ଯେତେ ମୁହଁ ଫୁଟାଣି…

ଆଜି ଠାରୁ ଟ୍ୱିଟର ନୂତନ ସିଇଓ ହେଲେ ଲିଣ୍ଡା ୟାକାରିନୋ ; କିଏ ଏହି ମହିଳା? ଜାଣନ୍ତୁ ତାଙ୍କ ବିଷୟରେ ..

ନୂଆଦିଲ୍ଲୀ: ଡିସେମ୍ବର ୨୦୨୨ରେ ଏଲୋନ୍ ମସ୍କ କହିଥିଲେ ଯେ ଟ୍ୱିଟରର ସିଇଓ ପଦବୀରୁ ସେ ଯଥା ଶୀଘ୍ର ଇସ୍ତଫା ଦେବେ। ତାହା ହିଁ ହୋଇଛି । ଆଜି ଠାରୁ ଟ୍ୱିଟର ନୂତନ ସିଇଓ ଭାବରେ ଆନ୍ୟ ଜଚ୍ଚଙ୍କୁ ଦାୟିତ୍ୱ ମିଳିଛି । ଆମେ…

World Environment Day 2023 ; କଇଁଛ ପିଠିରେ ପ୍ଳାଷ୍ଟିକ୍ ମୁକ୍ତ ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସରେ ଜଣାଶୁଣା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୋମବାର ଦିନ ପୁରୀ ବେଳାଭୂମିରେ ପ୍ଲାଷ୍ଟିକ ବ୍ୟବହାର ହ୍ରାସ କରିବା ପାଇଁ ବର୍ତ୍ତା ଦେଇଛନ୍ତି । ପରିତ୍ୟକ୍ତ ପ୍ଲାଷ୍ଟିକ ବୋତଲଗୁଡିକ…

ସାହାଯ୍ୟର ହାତ ବଢାଇଲେ ସେହୱାଗ : ଟ୍ରେନ୍ ଦୁର୍ଘଟଣାରେ ବାପା-ମା ହରାଇଥିବା ପିଲାଙ୍କୁ ନିଜ ସ୍କୁଲରେ ମାଗଣାରେ ଦେବେ ଶିକ୍ଷା

ନୂଆଦିଲ୍ଲୀ : ଭାରତୀୟ ଟିମ୍ ପୂର୍ବତନ ବୋଲର ବୀରେନ୍ଦ୍ର ସେହୱଗ ନିଜର ମହାନତା ପ୍ରଦର୍ଶନ କରିଛନ୍ତି । ଓଡିିଶା ବାଲେଶ୍ୱରରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ସହାୟତାର ହାତ…

୩୦ ବର୍ଷର ସାଥୀକୁ ହରାଇ ଭୋ ଭୋ ହୋଇ କାନ୍ଦିଲେ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ । ସେଥିମଧ୍ୟରୁ କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥାଏ ଏବଂ ଅନ୍ୟ କିଛି ଭିଡିଓ ହୃଦୟସ୍ପର୍ଶୀ ହୋଇଥାଏ । ସେଭଳି କିଛି ଭିଡିଓ ଭାଇରାଲ ହୋଇଛି…

ଚାଲିଗଲେ ବିଗ୍ ବି ଙ୍କ ଅନ୍ ସ୍କ୍ରିନ୍ ମାଆ ; ୯୪ ବର୍ଷ ବୟସରେ ବିୟୋଗ

ନୂଆଦିଲ୍ଲୀ : ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି । ଧର୍ମେନ୍ଦ୍ର ଏବଂ ଅମିତାଭ ବଚ୍ଚନଙ୍କ ମାଆ ଆଉ ଦୁନିଆରେ ନାହାଁନ୍ତି । ବର୍ଷୀୟାନ ଅଭିନେତ୍ରୀ ସୁଲୋଚାନା ଲାଟକରଙ୍କ ଦେହାନ୍ତ ହୋଇଛି। ୯୪ ବର୍ଷ…

ଆରମ୍ଭ ହେବ ‘କୃଷକ ପାଠଶାଳା’ ; ଏକ କୋଟି କୃଷକ ନେବେ ତାଲିମ

ନୂଆଦିଲ୍ଲୀ : କୃଷକମାନଙ୍କ ପାଇଁ ପାଠଶାଳା ଆରମ୍ଭ ହେବାକୁ ଯାଉଛି । ନୂତନ ଜ୍ଞାନ କୌଶଳ ବିନିଯୋଗରେ କିଭଳି ଅଧିକ ମାତ୍ରାରେ ଶସ୍ୟ ଅମଳ କରି ପାରିବେ ସେନେଇ କୃଷକମାନଙ୍କୁ ତାଲିମ୍ ଦିଆଯିବ । ଏବେ ମିଲେଟର ପ୍ରଚାରପ୍ରସାର…