fbpx
BSKY
BJD MC SKY
BJD MS SKY

ପୁଅ ଶବକୁ ଖୋଜୁଛି ବାପା ; ପହଞ୍ଚିଲା ବେଳକୁ ଅନ୍ୟ କିଏ ନେଇଯାଇଛି

ଭୁବନେଶ୍ୱର : ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ପଶ୍ଚିମବଙ୍ଗରୁ ଆସିଥିବା ଜଣେ ବୃଦ୍ଧ ତାଙ୍କ ପୁଅକୁ ବିହାର କେହି ନେଇ ଯାଇଥିବା ଅଭିଯୋଗ କରିଛନ୍ତି । ତିନି ଦିନ ପୂର୍ବରୁ ବିହାର କେହି ଜଣେ ଲୋକ ସମସ୍ତ ପ୍ରମାଣ ପତ୍ର ଦେଖାଇ ତାଙ୍କ ପୁଅକୁ ନେଇଯାଇଥିବା ଅଭିଯୋଗ କରିଛନ୍ତି । କିମ୍ସରେ ମୋ ପୁଆ ଶବ ଥିଲା । ମୋ ପୁଅକୁ ୨୨ ବର୍ଷ କିନ୍ତୁ ୪୮ ବର୍ଷ କହି ମୋ ପୁଅର ଶବକୁ ନେଇଯାଇଛନ୍ତି । କିମ୍ସ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି ।ତେବେ ଏଭଳି ପରିସ୍ଥିତିରେ କିଭଳି ଭାବରେ ମୃତଦେହକୁ ସଠିକ୍ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ତାହାକୁ ପ୍ରଶ୍ନ ସୃଷ୍ଟି ହୋଇଛି ।

 

Get real time updates directly on you device, subscribe now.