fbpx
BSKY
BJD MC SKY
BJD MS SKY

Big Breaking: ଆଜି ବାରିପଦା ବିଶ୍ୱର ୨ୟ ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ବାରିପଦା ବିଶ୍ୱର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି । ୪୬.୪ ଡିଗ୍ରୀ ସହ ବାରିପଦା ୨ୟ ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଛି । ଓମାନର ଯୋବା ସହରରେ ଆଜି ୪୯.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ବୋଲି ମାପ କରାଯାଇଛି । ତେବେ ବିଶ୍ୱର ୧୦ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସାମିଲ ଅଛି । ତାଲିକାରେ ୪୬ ଡିଗ୍ରୀ ସହ ବାରିପଦା ତୃତୀୟ ଉତ୍ତପ୍ତ ସହରର ସ୍ଥାନରେ ରହିଛି । ଏହା ବ୍ୟତୀତ ଭୁବନେଶ୍ୱର ୪୫.୬ ଡିଗ୍ରୀ ସହ ତାଲିକାର ଦଶମ ସ୍ଥାନ ଅଧିକାର କରିଛି ।

Get real time updates directly on you device, subscribe now.