ଇଞ୍ଜିନିୟରିଂ କଲେଜର ଲେଡିଜ୍ ବାଥରୁମରେ ସିସିଟିଭି କ୍ୟାମେରା, ହୋଇଛି ୩୦୦ ଭିଡିଓ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲା ସ୍ଥିତ ଗୁଡଲାବଲେରୂ କଲେଜ ଅଫ ଇଞ୍ଜିନିୟରିଂରେ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଝିଅମାନେ ହଷ୍ଟେଲର ଶୌଚାଳୟରୁ ଏକ ହିଡେନ କ୍ୟାମେରା ଜବତ ହୋଇଛି। ଏହି…

ଯେବେ ରେଖା ନିଜକୁ କହିଥିଲେ ‘ବଦନାମ ଅଭିନେତ୍ରୀ’, ଅତୀତକୁ ନେଇ ପ୍ରକାଶ କରିଥିଲେ ଦୁଃଖ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରେଖାଙ୍କୁ ଆଇକୋନିକ ବୋଲି କୁହାଯାଏ। ଏହା ପଛରେ ଅନେକ କାରଣ ମଧ୍ୟ ରହିଛି। ସେ ଅନେକ ବ୍ଲକବଷ୍ଟର ଫିଲ୍ମ କରିବା ସହ, ଅଫସ୍କ୍ରିନରେ ସେ ନିଜ ଷ୍ଟାଇଲ ପାଇଁ ଖୁବ ଚର୍ଚ୍ଚାରେ ରହିଥାଆନ୍ତି।…

ବଢିଲା ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା, ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି। ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଗଷ୍ଟ ୩୧ ତାରିଖରେ ସରୁଥିଲା ସ୍ୱାସ୍ଥ୍ୟବୀମା ଅବଧି।…

Instagramରେ ଆସିଲା ୩ ନୂଆ ଧମାକାଦାର ଫିଚର, ଏଣିକି ଷ୍ଟୋରୀରେ ବି କମେଣ୍ଟ କରିବାର ମିଳିବ ସୁଯୋଗ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମ ବେଳେ ନିଜ ଗ୍ରାହକଙ୍କ ପାଇଁ ନୂଆ-ନୂଆ ଫିଚର୍ସ ରୋଲଆଉଟ କରିଥାଏ। କମ୍ପାନୀ ଗୁରୁବାର ଦିନ ଏକ ସାଙ୍ଗରେ ଅନେକ ଫିଚର୍ସକୁ ରିଲିଜ କରିଛି। ଇନଷ୍ଟାଗ୍ରାମର ଲାଟେଷ୍ଟ ଫିଚର୍ସ ୟୁଜର୍ସୂ୍‌କୁ…

ସକାଳୁ ଉଠିବା ପରେ ଏପରି ଲାଗୁଥିଲେ ଯାଞ୍ଚ କରନ୍ତୁ ଡାଇବେଟିସ, ଅଣଦେଖା କଲେ ଭୋଗିବେ ଅସୁବିଧା

ଓଡ଼ିଶା ଭାସ୍କର: ଡାଇବେଟିସକୁ ସାଇଲେଣ୍ଟ କିଲର କୁହାଯାଇଥାଏ। ଯେତେବେଳେ ଶରୀରରେ ବ୍ଲଡ ସୁଗାରର ମାତ୍ରା ବଢିଯାଏ, ଏବଂ ଇନସୁଲିନ ହ୍ରାସ ପାଇଥାଏ, ସେତେବେଳେ ଡାଇବେଟିସ ଭଳି ରୋଗ ହୋଇଥାଏ। ଡାଇବେଟିସକୁ ଭୟଙ୍କର ବୋଲି…

୩୧ ଅଗଷ୍ଟରେ ଗଠନ ହେଉଛି ଦୁର୍ଲଭ ସଂଯୋଗ, ଏହି ରାଶିମାନଙ୍କର ଦୂର ହେବ ସମସ୍ୟା, ମିଳିବ ଧନ ଲାଭ

ଓଡ଼ିଶା ଭାସ୍କର: ଅଗଷ୍ଟ ମାସର ଶେଷ ତାରିଖ ଅର୍ଥାତ ୩୧ ତାରିଖରେ କିଛି ଦୁର୍ଲଭ ସଂଯୋଗ ଗଠନ ହେଉଛି, ଏଥିପାଇଁ କିଛି ରାଶିମାନେ ହେବେ ଲାଭବାନ। ଏହି ଦିନ ଭାଦ୍ରବ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି, ଏହି ଦିନ ପ୍ରଦୋଷ…

ଭିଜିଲାନ୍ସ ଜାଲରେ ବାଲେଶ୍ୱର ଡିଇଓ ଅଫିସ୍ କିରାଣି

ବାଲେଶ୍ୱର: ରାଜ୍ୟରେ ଦୁର୍ନୀତିକୁ କାବୁ କାରିବା ପାଇଁ ଭିଜିଲାନ୍ସ ଟିମ ସକ୍ରିୟ ହୋଇଛି। ତେବେ ବର୍ତ୍ତମାନ ବାଲେଶ୍ୱର ଡିଇଓ ଅଫିସ୍ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। କିରାଣି ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସର…

ଆଜି ବିଜୁ ଛାତ୍ରଜନତା ଦଳର କର୍ମକର୍ତ୍ତା ସମ୍ମିଳନୀ, ଗୁରୁମନ୍ତ୍ର ଦେବେ ନବୀନ

ଭୁବନେଶ୍ୱର: ଆଜି ବିଜୁ ଛାତ୍ରଜନତା ଦଳର କର୍ମକର୍ତ୍ତା ସମ୍ମିଳନୀ। ଛାତ୍ରସଂଗଠନର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛାତ୍ର ସଂସଦ ନିର୍ବାଚନ ନେଇ ହୋଇପାରେ…

ସ୍ମାର୍ଟଫୋନରୁ ମେସେଜ ଡିଲିଟ କରିବା ଅପରାଧ କି? ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିଷୟରେ ଜାଣନ୍ତୁ ସମସ୍ତ ମୋବାଇଲ ୟୁଜର୍ସ

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଲୋକେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଯେତେବେଳେ କେଉଁଠି ଅପରାଧ ଘଟେ ସର୍ବପ୍ରଥମେ ପ୍ରମାଣ ପାଇଁ ସମସ୍ତଙ୍କର ଫୋନକୁ ଚେକ୍ କରାଯାଏ। ହେଲେ ଅନେକଥର ଫୋନରୁ ମେସେଜ, ଫଟୋ ବା ଭିଡିଓକୁ…

ନନ୍ଦନକାନନକୁ ଆସିଲେ ନୂଆ ଅତିଥି: ୫ ଶାବକ ଜନ୍ମଦେଲା ସିଂହୀ ବିଜଲୀ

ଭୁବନେଶ୍ୱର: ନନ୍ଦନକାନନକୁ ଆସିଲେ ନୂଆ ଅତିଥି। ୫ ଶାବକ ଜନ୍ମଦେଲା ସିଂହୀ ବିଜଲୀ। ୨୦୨୦ ମସିହାରେ ଇନ୍ଦୋରରୁ ଆସିଥିଲା ଏହି ବିଜଲୀ। ବିଜଲୀ ୫ ଶାବକଙ୍କୁ ଜନ୍ମଦେବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ବୃଦ୍ଧି ଘଟିଛି।…