‘ବିକଶିତ ଭାରତ ହେଉଛି ପ୍ରତି ଭାରତୀୟଙ୍କ ସ୍ୱପ୍ନ’, ନୀତି ଆୟୋଗ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୀତି ଆୟୋଗର ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ@2047 ମିଶନରେ ଫୋକସ କରିବା ଉପରେ ଦାବି କରି କହିଛନ୍ତି ଯେ, ଏହା ପ୍ରତି ଭାରତୀୟଙ୍କ ସ୍ୱପ୍ନ ।…

ଲିଭ-ଇନ ସଂପର୍କରେ ବିବାହିତ ପୁରୁଷ ସହ ରହୁଥିଲେ ମହିଳା, ହାଇକୋର୍ଟ ଦେଲେ ଏହି ବଡ଼ ରାୟ

ଚଣ୍ଡିଗଡ଼: ଲିଭ-ଇନ ରିଲେସନସିପରେ ରହୁଥିବା ବୈବାହିକ ଲୋକଙ୍କ ପାଇଁ ପଞ୍ଜାବ ଆଣ୍ଡ ହରିୟାଣା ହାଇକୋର୍ଟ ଉପଦେଶ ଦେଇଛନ୍ତି । ହାଇକୋର୍ଟ ଲିଭ-ଇନ ରିଲେସନରେ ରହୁଥିବା ବୈବାହିକ ଲୋକଙ୍କୁ ସୁରକ୍ଷା ଦେବାକୁ ପ୍ରତ୍ୟାଖ୍ୟାନ…

ନୀତି ଆୟୋଗ ବୈଠକ ଅଧାରୁ ଉଠି ଆସିଲେ ମମତା ବାନାର୍ଜୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ନୀତି ଆୟୋଗର ବୈଠକ ଅୟୋଜନ କରାଯାଇଥିଲା । ବୈଠକ ମଝିରେ ଝଗଡ଼ା ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୈଠକର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୫ ଶିଶୁ ସମେତ ୮ଜଣଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ସଡ଼କ ଦୁର୍ଘଟଣାରେ ଆଠଜଣଙ୍କ ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ ୫ଜଣ ଶିଶୁ ସାମିଲ ଅଛନ୍ତି । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ କୋକରନାନର ଡକ୍ସୁମ ଅଞ୍ଚଳ ପାଖରେ…

ଗୁଗୁଲ ପୁଣି ବଦଳାଇଲା Doodle, ଏହି ନୂଆ ସ୍ପୋର୍ଟସକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଗୁଗୁଲ ଡୁଡୁଲ କ୍ୟୁରେଟର ପ୍ୟାରିସ ଅଲମ୍ପିକ ୨୦୨୪ ଉପରେ ପର୍ଯ୍ୟବସିତ ଏକ ଆନିମେଟେଡ ଡିଜାଇନକୁ ସର୍ଚ୍ଚ ଇଞ୍ଜିନର ଲୋଗୋରେ ପରିବର୍ତ୍ତନ କରିଛି । ଶନିବାର ଦିନ ୨୭ ଜୁଲାଇରେ ଗୁଗୁଲ ଏହାକୁ ପରିବର୍ତ୍ତନ…

ଫ୍ଲାଏ ଓଭରରୁ ଡେଇଁ ପ୍ରାଣ ହାରିଲେ ଯୁବ କ୍ରିକେଟର, ଏହି କାରଣରୁ ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ଚେନ୍ନାଇରେ ଜଣେ ଯୁବ କ୍ରିକେଟର ଶୁକ୍ରବାର ସକାଳେ ଗୁଇଁଣ୍ଡିର କାଠିପାରା ଫ୍ଲାଏ ଓଭର ଉପରେ ୨୦ ଫୁଟ ଉଚ୍ଚତାରୁ ଡିଆଁ ମାରି ପ୍ରାଣ ହାରିଛନ୍ତି । ୨୩ ବର୍ଷୀୟ ଏହି ଯୁବକଙ୍କ ପାଖରୁ କୌଣସି ସୁଇସାଇଡ ନୋଟ…

ପ୍ରାଇଭେଟ ଚାକିରିରୁ ଅବସର ନେବା ପରେ ମଧ୍ୟ ମିଳିଥାଏ ପେନସନ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ପ୍ରାଇଭେଟ ଚାକିରିରୁ ଅବସର ପରେ ମଧ୍ୟ ପେନସନର ସୁବିଧା ମିଳିଥାଏ । ଇପିଏଫଓର ପେନସନ ସ୍କିମରୁ ତାଙ୍କ ବୃଦ୍ଧ ବୟସ ଆରମରେ କଟିଥାଏ । କର୍ମଚାରୀ ପେନସନ ଯୋଜନାରେ ପ୍ରତି ମାସରେ ଏକ ଫିକ୍ସ ଟଙ୍କା ଜମା ହୋଇ…

ଆଗାମୀ ୫ ଦିନ ଲଗାଣ ବର୍ଷା, ୭ ଜିଲ୍ଲାକୁ ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏପରି ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ…

ଶସ୍ତା ହେଲା ଆଇଫୋନ, ୩ରୁ ୪ ପ୍ରତିଶତ ମୂଲ୍ୟ ହ୍ରାସ କରିବାକୁ ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୩ ଜୁଲାଇରେ ଜାରି କରିଥିବା ବଜେଟରେ ମୋବାଇଲ ଫୋନ ଏବଂ ଚାର୍ଜର ଶସ୍ତା କରିବାକୁ ଘୋଷଣା କରିଛନ୍ତି । ଗ୍ରାହକଙ୍କୁ ଏହାର ଫାଇଦା ପ୍ରଥମଥର ପାଇଁ ଆପଲ କମ୍ପାନୀ ଦେବାକୁ…

ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ସବୁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ସେନାବାହିନୀରେ ଭର୍ତ୍ତି ହୋଇ ନଥିବା…