Breaking News ମନି ଲଣ୍ଡରିଂ ମାମଲାରେ ୟୁଟ୍ୟୁବର ଏଲଭିସ ଯାଦବଙ୍କୁ ଜେରା କରିବ ଇଡି Chinmayee Beura Jul 23, 2024 ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲା କେସରେ ୟୁଟ୍ୟୁବର ଏଲଭିସ ଯାଦବଙ୍କ ସମସ୍ୟା ବଢିବାରେ ଲାଗିଛି । ପ୍ରବର୍ତନ ନିର୍ଦ୍ଦେଶାଳୟଙ୍କ ସମନ ପରେ ୟୁଟ୍ୟୁବର ଏଲଭିସ ଯାଦବ ମଙ୍ଗଳବାର ଦିନ .. ସ୍ଥିତ ଯାଞ୍ଚ ଏଜେନ୍ସିଙ୍କ…
Breaking News (Video) ୧୩ ମହଲାରୁ ତଳେ ପଡିଗଲା ଏହି ଯୁବତୀ, ହେଲାନି ଗୋଟିଏ ବି ଫ୍ୟାକଚର, ଦେଖନ୍ତୁ ଭିଡିଓ Chinmayee Beura Jul 23, 2024 ନୂଆଦିଲ୍ଲୀ: ରୁଷର ନୋବେସିବିର୍ସ୍କରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨୨ ବର୍ଷୀୟ ସାଇବେରିଆ ଯୁବତୀ ୧୩ ମହଲାର ଝରକାରୁ ତଳେ ପଡିଗଲେ, ହେଲେ ତାଙ୍କର କିଛି ହୋଇନାହିଁ । ସେ ବହୁତ ଭାଗ୍ୟଶାଳୀ…
Breaking News କ୍ୟାନ୍ସର ଔଷଧରେ ଲାଗିବନି ସୀମା ଶୁଳ୍କ! ମୋଦୀ ସରକାରଙ୍କ ବଜେଟ ଦେଲା ଆଶ୍ୱସ୍ତି Chinmayee Beura Jul 23, 2024 ନୂଆଦିଲ୍ଲୀ: କର୍କଟ ରୋଗୀଙ୍କ ପାଇଁ ଏକ ଖୁସି ଖବର! ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪ ବଜେଟରେ ତିନୋଟି କର୍କଟ ଔଷଧ ଉପରେ କଷ୍ଟମ ଡ୍ୟୁଟି ଛାଡ କରିବାକୁ ଘୋଷଣା କରିଛନ୍ତି। ଏହା କର୍କଟ ଔଷଧର ମୂଲ୍ୟ ହ୍ରାସ କରିବ…
Breaking News ଉଚ୍ଚ ଶିକ୍ଷା ପାଇଁ ସରକାର ଦେବେ ୧୦ ଲକ୍ଷ ଋଣ, ବଜେଟରେ ଘୋଷଣା ହେଲା ଶସ୍ତା ଏଜୁକେସନ ଲୋନ Chinmayee Beura Jul 23, 2024 ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ କେନ୍ଦ୍ରୀୟ ବଜେଟ ଜାରି କରିଛନ୍ତି । ନିଜ ବଜେଟରେ ଭାଷଣରେ ଅର୍ଥମନ୍ତ୍ରୀ ଶିକ୍ଷାକୁ ନେଇ ବଡ଼ ଘୋଷଣା କରିଛନ୍ତି ।…
Breaking News Budget 2024: ଗରିବ, ମହିଳା, ଯୁବକ ଏବଂ କୃଷକଙ୍କ ଉପରେ ସରକାରଙ୍କ ଫୋକସ, ଅର୍ଥମନ୍ତ୍ରୀ କଲେ ବଡ ଘୋଷଣା Chinmayee Beura Jul 23, 2024 ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟକାଳ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, 'ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାରଙ୍କ ଉପରେ ଭାରତବାସୀ…
Breaking News ମୋ ପୁଅକୁ ‘Woke Mind Virus’ ମାରିଦେଲା! ଜାତିଗତ ଭେଦଭାବ ଉପରେ ଏଲନ ମସ୍କଙ୍କ ବିବାଦୀୟ ବିବୃତ୍ତି Chinmayee Beura Jul 23, 2024 ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, 'Woke Mind Virus' ତାଙ୍କ ପୁଅ ଜେବିୟରଙ୍କୁ କାଳ୍ପନିକ ଭାବେ ମାରିଦେଇଛି । ସୋମବାର…
Featured ଆଜିଠାରୁ ଆରମ୍ଭ ମଙ୍ଗଳା ଗୌରୀ ବ୍ରତ, ଜାଣନ୍ତୁ ପୂଜା ବିଧି ଏବଂ ମହତ୍ତ୍ୱ Chinmayee Beura Jul 23, 2024 ଓଡ଼ିଶା ଭାସ୍କର: ଆଜିଠାରୁ ଶ୍ରାବଣ ମାସର ପ୍ରଥମ ମଙ୍ଗଳବାର ଆରମ୍ଭ ହୋଇଛି । ଏହି ମାସ ଶିବ ଏବଂ ମାଆ ପାର୍ବତୀଙ୍କୁ ଆରାଧନା ପାଇଁ ଏହି ସମୟ ଶୁଭ ବୋଲି ବିଶ୍ୱାସ କରାଯାଏ । ଗତକାଲି ଶ୍ରାବଣ ମାସର ପ୍ରଥମ ମାସ ଥିଲା,…
Breaking News ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶା ପ୍ରସଙ୍ଗ: ଜାଣନ୍ତୁ ମସଲା ସଂଗ୍ରହରେ କିପରି ସାହାଯ୍ୟ କରୁଛି କନ୍ଧମାଳ ହଳଦୀ Chinmayee Beura Jul 23, 2024 ନୂଆଦିଲ୍ଲୀ: ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନା କରିଛନ୍ତି । ଏହି ରିପୋର୍ଟରେ ଓଡ଼ିଶାର କିଛି ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି । ଏହି…
Breaking News AI ପାଇଁ ଚାଲିଯିବକି ସମସ୍ତଙ୍କ ଚାକିରି? ଅର୍ଥ ମନ୍ତ୍ରୀ କହିଦେଲେ ଏହି ଆଶ୍ଚର୍ଯ୍ୟଜନକ କଥା Chinmayee Beura Jul 23, 2024 ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ଅର୍ଥାତ ମଙ୍ଗଳବାର ଦିନ ନିଜ ବଜେଟ ଜାରି କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସରକାର ଅର୍ଥନୈତିକ ସର୍ବେକ୍ଷଣ ଜାରି କରିବେ, ଯେଉଁଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ସୂଚନା…
Breaking News ଏହି କାରଣରୁ ମହଙ୍ଗା ହେଉଛି ଟମାଟର-ପିଆଜ, Economic Survey ରୁ ବଡ଼ ଖୁଲାସା Chinmayee Beura Jul 22, 2024 ନୂଆଦିଲ୍ଲୀ: ୨୨ ଜୁଲାଇରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆର୍ଥିକ ବର୍ଷ ୨୦୨୩-୨୪ର ଅର୍ଥିକ ସର୍ଭେ ଜାରି କରିଛନ୍ତି । ଏହି ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ୬.୫ ରୁ ୭ ପ୍ରତିଶତ ମୂଲ୍ୟରେ…