Breaking News ସାଇବର ଥାନା ପାଇଁ ବଢିଲା ପଦବୀ, ୯୮୭ ଜଣ କର୍ମଚାରୀ ହେବେ ନିଯୁକ୍ତ Chinmayee Beura Apr 17, 2025 ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଅପରାଧ। ଏହି ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ସାଇବର ଥାନା ବୃଦ୍ଧି ସହ ୯୮୭ଟି ନୂତନ ପଦବୀ ସୃଷ୍ଟିକୁ ଅନୁମୋଦନ ମିଳିଛି। ଏହାଛଡା ୧୭୦ଜଣ ବିଶେଷଜ୍ଞଙ୍କୁ…
Breaking News ‘ଉର୍ଦ୍ଦୁ ଭାରତ ମାଟିର ଭାଷା, ଏହା ବିନା ହିନ୍ଦୀ ବି ଅସମ୍ପୂର୍ଣ୍ଣ..’, ସୁପ୍ରିକୋର୍ଟଙ୍କ ବଡ଼ ରାୟ Chinmayee Beura Apr 17, 2025 ନୂଆଦିଲ୍ଲୀ: ଉର୍ଦ୍ଦୁ କୌଣସି ବିଦେଶୀ ଭାଷା ନୁହେଁ। ଏହା ଏହି ଦେଶ ମାଟିର ଭାଷା। ମହାରାଷ୍ଟ୍ର ସହ ଜଡ଼ିତ ଏକ ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି। ମାମଲା: ମହାରାଷ୍ଟ୍ରର ପାଟୁର…
Breaking News ୟୁଟ୍ୟୁବର ମହିଳା ପ୍ରେମିକ ସଙ୍ଗେ ମିଶି ସ୍ୱାମୀର କଲା ହତ୍ୟା, ମୃତଦେହକୁ ବାଇକରେ ନେଇ ଫିଙ୍ଗିଲା Chinmayee Beura Apr 16, 2025 ନୂଆଦିଲ୍ଲୀ: ହରିୟାଣାର ଭବାନୀ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ରବୀନା ନାମକ ଜଣକ ମହିଳା ୟୁଟ୍ୟୁବର ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀର ହତ୍ୟା କରିଛି। ଏହାପରେ ମୃତଦେହକୁ ନାଳରେ…
Featured (Video) ହିସାବ ବରାବର; ଗୋବର ଲିପି ବଦଲା ନେଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର, ହୋଶ ଉଡ଼ାଇ ଦେବ କାରନାମା…. Chinmayee Beura Apr 16, 2025 ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ଅଧ୍ୟକ୍ଷ ରୌନକ କ୍ଷେତ୍ରୀ ଲକ୍ଷ୍ମୀବାଇ କଲେଜରେ ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟର କାନ୍ଥରେ ଗାଈ ଗୋବର ଲିପିଛନ୍ତି। ଏହି ଭିଡିଓ ଖୁବ ଜୋରରେ ସୋସିଆଲ ମିଡିଆରେ…
Breaking News ରେଲୱେରେ ବାହାରିଲା ଆପ୍ରେଣ୍ଟିସ୍ ପାଇଁ ନିଯୁକ୍ତି, ଜାଣନ୍ତୁ ଆବେଦନ କରିବା ପାଇଁ ଯୋଗ୍ୟତା Chinmayee Beura Apr 16, 2025 ନୂଆଦିଲ୍ଲୀ: ଯଦି ଆପଣ ରେଲୱେରେ ଚାକିରି କରିବାକୁ ଆଗ୍ରହୀ ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ଯଥା SECR ଆପ୍ରେଣ୍ଟିସ୍ ପୋଷ୍ଟଗୁଡିକରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି…
Breaking News ଉଦ୍ଧାର ଶିଶୁ ‘ଶୁଭମ’କୁ ମିଳିବ ସହାୟତା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା Chinmayee Beura Apr 16, 2025 ଭୁବନେଶ୍ୱର: ଉଦ୍ଧାର ଶିଶୁ ‘ଶୁଭମ’କୁ ମିଳିବ ସହାୟତା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ୍ସ ଜରିଆରେ ସୂଚନା ଜାରି କରିଛନ୍ତି। ସେ କହିଛନ୍ତି ଯେ, ମିଶନ ବାତ୍ସଲ୍ୟରେ ଶୁଭମ୍କୁ ସହାୟତା ମିଳିବ। ସେ ଆହୁରି…
Featured ଯୌତୁକରେ ବର ମାଗିଲା ଗାଡ଼ି, ରାଗିଯାଇ ବାହା ବେଦୀରୁ ଉଠିଗଲା କନ୍ୟା, ଭାଙ୍ଗିଗଲା ବାହାଘର Chinmayee Beura Apr 16, 2025 ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାଥରସ ଜିଲ୍ଲାର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଯୌତୁକ ମାଗିବାକୁ ନେଇ ବିବାଦ ପରେ ଦୁଇ ଭଉଣୀ ବିବାହ କରିବାକୁ ମନା କରିଦେଲେ। ବରଯାତ୍ରୀ ଆସି ଦୂଆର ମୁହଁରେ ଠିଆ ହୋଇଥିଲା, ହେଲେ…
Breaking News ଆଉ ବେକାରୀ ହେବେନି ବିଶ୍ୱବିଦ୍ୟାଳୟର ଉତ୍ତୀର୍ଣ୍ଣ ପିଲା, ରାଜ୍ୟ ସରକାର ଦେବେ ଚାକିରି Chinmayee Beura Apr 16, 2025 ଭୁବନେଶ୍ୱର: ଦୂର ହେବ ବେକାରୀ ସମସ୍ୟା। ଏଣିକି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ନିଯୁକ୍ତି ସୁଯୋଗ। ରାଜ୍ୟ ସରକାର ଏ ନେଇ ବଡ଼ ପଦକ୍ଷେପ ଗ୍ରହଣ କରଛନ୍ତି। ମଙ୍ଗଳବାର ଉଚ୍ଚଶିକ୍ଷା…
Featured କାଶୀରେ ପହଞ୍ଚିଲେ ଜାପାନୀ ଯୁବକ, ଫୁଟବଲ ଖେଳି ଖେଳି କରୁଛନ୍ତି ୨୦୦୦ କିମିର ଯାତ୍ରା Chinmayee Beura Apr 16, 2025 ନୂଆଦିଲ୍ଲୀ: ଜାପାନର ବଂଶୋଦ୍ଭବ ନୋଜୂମ ହଗିହାରା, କୋଲକାତାରୁ ଦିଲ୍ଲୀ ଫୁଟବଲ ଖେଳି ଖେଳି ୨୦୦୦ କିମିର କରୁଛନ୍ତି ପଦଯାତ୍ରା। ଆଜି ସେ କାଶୀରେ ପହଞ୍ଚି ଅଟକିଛନ୍ତି। ଗୁରୁବାର ସକାଳେ ସେ ଲକ୍ଷ୍ନୌ ଯିବେ। ନୋଜୂମ…
Breaking News National Herald ମାମଲା: ଚାର୍ଜସିଟରେ ସୋନିଆ-ରାହୁଲଙ୍କ ନାଁ, କଂଗ୍ରେସର ହେବ ପ୍ରତିବାଦ Chinmayee Beura Apr 16, 2025 ନୂଆଦିଲ୍ଲୀ: କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ। ନେସନାଲ ହରୋଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନାଁରେ ଚାର୍ଜସଟ୍ ହୋଇଛି। ଏହି ଚାର୍ଜସିଟ୍ ଇଡି ଜାରି କରିଛି। ଇଡିର ଏହି ଚାର୍ଜସିଟ୍…