ବିନା Internetରେ ମଧ୍ୟ ବ୍ୟବହାର କରିପାରିବେ Google Maps! ଜାଣନ୍ତୁ ଉପାୟ
ନୂଆଦିଲ୍ଲୀ: ଆଜିର ସମୟରେ ଗୁଗଲ ମ୍ୟାପ୍ସ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ କାର୍ଯ୍ୟ କରୁଛି। ଯାତ୍ରା ସମୟରେ ରାସ୍ତା ଖୋଜିବାଠାରୁ ନେଇ ପାଖ ରେଷ୍ଟୁରାଣ୍ଟସ୍ ଏବଂ ଗ୍ୟାସ ଷ୍ଟେସନ ପର୍ଯ୍ୟନ୍ତ ଗୁଗଲ ମ୍ୟାପ…