‘ଆମ ଜୀବନର ସବୁଠୁ ବଡ଼ ଗିଫ୍ଟ..’, କିୟାରା- ସିଦ୍ଧାର୍ଥଙ୍କ ଘରକୁ ଆସିବ କୁନି ଅତିଥି
ମୁମ୍ବାଇର: ବଲିଉଡ଼ ଦୀଭା କିୟାରା ଅଡଭାନୀ ମାଆ ହେବାକୁ ଯାଉଛନ୍ତି। ଅଭିନେତ୍ରୀ ଶୁକ୍ରବାର ଦିନ ଇନଷ୍ଟାଗ୍ରାମରେ ନିଜ ଗର୍ଭବତୀ ହେବାର ଖବର ଦେଇଛନ୍ତି। ଏହି କପଲ ନବ ଜନ୍ମିତ ଶିଶୁର ଏକ କ୍ୟୁଟ ସକ୍ସର ଫଟୋ ସେୟାର…