Ind vs Eng 5th T20: ମ୍ୟାଚରେ ଭାରି ପଡିଲେ ଭାରତୀୟ ବୋଲର, ଇଂଲଣ୍ଡ ହରାଇଲା ଚତୁର୍ଥ ୱିକେଟ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ସିରିଜର ଶେଷ ମ୍ୟାଚ। ଉଭୟ ଟିମ ମଧ୍ୟରେ ଶେଷ ମୁକାବିଲା ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡର କ୍ୟାପ୍ଟେନ ଜୋସ ବଟଲର ଟସ୍ ଜିତି ପ୍ରଥମେ…