ସିମିଳିପାଳରୁ ପଶ୍ଚିମବଙ୍ଗରେ ପହଞ୍ଚିଲା ବାଘୁଣୀ ‘ଜୀନତ’, ୧୨୦କିମି କରିଲାଣି ଯାତ୍ରା

ନୂଆଦିଲ୍ଲୀ: ସିମିଳିପାଳ ଜଙ୍ଗଲରୁ ଖସି ପଶ୍ଚିମ ବଙ୍ଗର ବାଙ୍କୁରା ଜିଲ୍ଲାରେ ପହଞ୍ଚିଲା ବାଘୁଣୀ ‘ଜୀନତ’। ରବିବାର ସକାଳେ ଏହାକୁ ବେହୋସ କରିବାର ପ୍ରୟାସ ବିଫଳ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ, ବାଘୁଣୀକୁ ବେହୋସ…

ବିମାନରେ ପକ୍ଷୀ ମାଡ଼ ହେବା କେତେ ଭୟଙ୍କର? ଜାଣନ୍ତୁ “Bird Hit” ଯୋଗୁଁ କୋରିଆରେ କିପରି ଘଟିଲା ପ୍ଲେନ୍ କ୍ରାସ

ନୂଆଦିଲ୍ଲୀ: ବିମାନରେ ପକ୍ଷୀମାନଙ୍କର ମାଡ଼ ହେବା ବର୍ତ୍ତମାନ ସାଧାରଣ କଥା ହୋଇଗଲାଣି, ହେଲେ ଏହା ଅନେକ ଥର ଏତେ ମାତ୍ରାରେ ଭୟଙ୍କର ହୋଇପାରେ ବୋଲି ଆପଣ ବିଶ୍ୱାସ କରିପାରିବେନି। ଏହାକୁ ‘ବାର୍ଡ ହିଟ୍‌’ କୁହାଯାଇଥାଏ।…

ମାତ୍ର ୬୦ ହଜାର ଜମା କଲେ, ଏତିକି ବର୍ଷ ପରେ ମିଳିବ ୧୫,୭୭,୮୨୦ ଟଙ୍କା

ନୂଆଦିଲ୍ଲୀ: ପିପିଏଫ ଯୋଜନାରେ ୫୦୦ ଟଙ୍କା ନିବେଶରୁ ଆରମ୍ଭ କରାଯାଉଛି, ୧୫ ବର୍ଷରେ କମ୍ପାଉଡିଙ୍ଗ ସହ ଏହି ଟଙ୍କା ବଡ଼ ରାଶିରେ ପରିଣତ ହୋଇଯାଉଛି। ତେବେ ଏହି ଯୋଜନା ପ୍ରତି ନିବେଶକଙ୍କ ପାଇଁ ଏକ ଉତ୍ତମ ନିବେଶ ଯୋଜନା।…

ସାଇ ପାରଞ୍ଜପିଙ୍କୁ ପ୍ରଦାନ କରାଯିବ ପଦ୍ମପାଣି ଆଜୀବନ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ: ଭାରତ ଏବଂ ବିଶ୍ୱର ଅନନ୍ୟ ଚଳଚ୍ଚିତ୍ରର ବାର୍ଷିକ ଉତ୍ସବ, ଦଶମ ଅଜନ୍ତା-ଏଲୋରା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (AIFF ୨୦୨୫) ୨୦୨୫ ଜାନୁୟାରୀ ୨୦ ରୁ ୨୦୨୫ ପର୍ଯ୍ୟନ୍ତ ଛତ୍ରପତି ସମ୍ୱୀନଗରରେ ଅନୁଷ୍ଠିତ…

ଇଏ କେମିତିକା ବାପା! ବାଇକ୍ କିଣିବ ବୋଲି ନିଜ ପୁଅକୁ କରିଦେଲା ବିକ୍ରି

ଭୁବନେଶ୍ୱର: ବାଇକ୍ ସଉକ୍ ପାଇଁ ଜନ୍ମ କଲା ପୁଅକୁ ବିକିଦେଲା ବାପା । ୧୦ ଦିନର ନବଜାତ ଶିଶୁପୁତ୍ରକୁ ୬୦ ହଜାର ଟଙ୍କାରେ ବିକିଦେଲା ସ୍ବାର୍ଥପର ବାପା । ବାଲେଶ୍ୱର ବସ୍ତା ଥାନା ହଦମଉଦ ଗାଁରୁ ଆସିଛି ଏହି ଖବର ।…

ନୂଆବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର

ଭୁବନେଶ୍ୱର: ନୂଆବର୍ଷ ପାଇଁ ଆଉ ୨କି ୩ ଦିନ ରହିଲା। ତେବେ ଏହି ନୂଆ ବର୍ଷକୁ ଦୃଷ୍ଟିରେ ରଖାଯାଇ ଶ୍ରୀକ୍ଷେତ୍ର ପାଇଁ ନିୟମ କଡ଼ାକଡି ହୋଇଛି। ନୂଆବର୍ଷରେ ଶ୍ରୀକ୍ଷେତ୍ର ସିସିଟିଭି ନଜରରେ ରହିବ ବୋଲି ସୂଚନା ମିଳିଛି।…

ଚଳିତବର୍ଷ ମାଟ୍ରିକ ପରୀକ୍ଷାର ହେବ ଲାଇଭ୍‌ ଷ୍ଟ୍ରିମିଂ, କପି ରୋକିବା ସହ ପ୍ରଶ୍ନପତ୍ର ଭାଇରାଲ ପାଇଁ ନିଆଗଲା ନିଷ୍ପତ୍ତି

ଭୁବନେଶ୍ୱର: ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ)ର ଲାଇଭ୍ ଷ୍ଟ୍ରିମିଙ୍ଗ୍‌ ବ୍ୟବସ୍ଥା ହେବ। ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ।…

Jioର କୋଟି କୋଟି ୟୁଜର୍ସଙ୍କ ପାଇଁ ବଡ଼ ଖବର, ଦୁଇଟି ଶସ୍ତା ରିଚାର୍ଜ ପ୍ଲାନରେ କମ୍ପାନୀ କଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଜିଓ ପାଖରେ ନିଜ ଗ୍ରାହକଙ୍କ ପାଇଁ ରିଚାର୍ଜ ପ୍ଲାନର ଲମ୍ବା ଚଉଡ଼ା ପୋର୍ଟଫୋଲିୟୋ ରହିଛି। କମ୍ପାନୀ ଗ୍ରାହକଙ୍କୁ ଶସ୍ତା ଏବଂ ମହଙ୍ଗା ଦୁଇ ପ୍ରକାରର ପ୍ଲାନ୍ସ ଅଫର କରୁଛି। ଏହିଭଳି ଜିଓ ପାଖରେ ସର୍ଟ…

Big Breaking: ନିଗମାନନ୍ଦ ସମ୍ମିଳନୀରେ ୨ ଭକ୍ତଙ୍କ ମୃତ୍ୟୁ

ପୁରୀ: ନିଗମାନନ୍ଦ ସମ୍ମିଳନୀରେ ଏକ ଅଘଟଣ ଘଟିବା ଖବର ସାମ୍ନାକୁ ଆସିଛି। ଏହି ସମ୍ମିଳନୀରେ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ସମ୍ମିଳନୀ ଚାଲିଥିବା ବେଳେ ୨ଜଣ ଭକ୍ତ ଅସୁସ୍ଥ ହୋଇପଡିଥିଲେ। ତେବେ ଉଭୟ ଅସୁସ୍ଥଙ୍କୁ…

(Video) ସଲମାନଙ୍କ ‘ସିକନ୍ଦର’ ଟିଜର ରିଲିଜ, ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ

ନୂଆଦିଲ୍ଲୀ: ସଲମାନ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘ସିକନ୍ଦର’ ବହୁ ସମୟରୁ ଚର୍ଚ୍ଚାରେ ଥିଲା। ଫ୍ୟାନ୍ସ ଏହି ଫିଲ୍ମକୁ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି। ବର୍ତ୍ତମାନ ସଲମାନ ଖାନ ଫ୍ୟାନ୍ସଙ୍କ ପାଇଁ ଏକ ଦମଦାର ଟିଜର…