ସାଧାରଣତନ୍ତ୍ର ଦିବସରେ କମିଗଲା ସୁନା ଦର, ଏବେ ବି ୮୦ ହଜାର ଉପରେ , ଜାଣନ୍ତୁ ଭୁବନେଶ୍ୱରରେ ରହିଛି କେତେ
ନୂଆଦିଲ୍ଲୀ: କିଛିଦିନ ହେବ ସୁନା ଏବଂ ରୂପା ଦର ବୃଦ୍ଧ ଘଟିବାରେ ଲାଗିଛି। ଜାନୁଆରୀ ୨୬ ତାରିଖରେ ମଧ୍ୟ ସମାନ ଦରରେ ବିକ୍ରି ହେଉଛି ସୁନ-ରୂପା।
ଶନିବାର ଦିନ ଜାତୀୟ ସ୍ତରରେ ସୁନାର ଦର ୧୦ ଗ୍ରାମ ପିଛା ୮୦ ହଜାର ୩୪୮…