ବନ୍ଦ ହୋଇଗଲା ହିଡେନବର୍ଗ ରିସର୍ଚ୍ଚ ସେଣ୍ଟର, ଅଦାନୀ ଗ୍ରୁପର କରିଥିଲା କୋଟି କୋଟି ଟଙ୍କା କ୍ଷତି
ନୂଆଦିଲ୍ଲୀ: ଆମେରିକୀୟ ସର୍ଟ ସେଲର ହିଡେନବର୍ଗ ରିସର୍ଚ୍ଚ ବର୍ତ୍ତମାନ ବନ୍ଦ ହୋଇସାରିଛି। କମ୍ପାନୀ ଫାଉଣ୍ଡର ନେଟ ଆଣ୍ଡରସନ ଏହି ଘୋଷଣା କରିଛନ୍ତି।
ଇଏ ସେହି ହିଡେନଗର୍ବ ରିସର୍ଚ୍ଚ ଯିଏ ଅଦାନୀ ଗ୍ରୁପ ବିରୋଧରେ…