ଗଣେଶଙ୍କର କୃପା ଲାଭ କରିବେ ଏହି ରାଶି, ବ୍ୟବସାୟ ଓ ଚାକିରିରେ ପାଇବେ ଲାଭ
ଓଡ଼ିଶା ଭାସ୍କର: ଆଜି ମାଘମାସ କୃଷ୍ଣପକ୍ଷର ଦ୍ୱିତୀୟା ତିଥି ପୁଷ୍ୟ ନକ୍ଷତ୍ର ବୁଧବାର । ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ । ସେ ବିଘ୍ନ ନାଶକ ଏବଂ ଜ୍ଞାନର ଦେବତା । ତେବେ ଆସନ୍ତୁ ପଢିବା ଆଜିର ରାଶିଫଳ ।…