ପୌଷ ପୂର୍ଣ୍ଣିମାରେ ହେଲା ମହାକୁମ୍ଭର ଆରମ୍ଭ, ଆଜି ପ୍ରଥମ ବୁଡ଼ ପକାଇଲେ ଶ୍ରଦ୍ଧାଳୁ
ନୂଆଦିଲ୍ଲୀ: ପୌଷ ପୂର୍ଣ୍ଣିମାର ଶୁଭ ଅବସରରେ ପ୍ରୟାଗରାଜରେ ମହାକୁମ୍ଭର ଆରମ୍ଭ ହୋଇସାରିଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ତ୍ରିବେଣୀ ସଂଗମରେ ବୁଡ଼ ପକାଉଛନ୍ତି। ହିନ୍ଦୁ ଧର୍ମର ସବୁଠୁ ବଡ଼ ଧର୍ମିକ ଉତ୍ସବକୁ ନେଇ…