‘HMPV ରୋଗର କୌଣସି ସ୍ୱତନ୍ତ୍ର ଚିକିତ୍ସା ନାହିଁ’: ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ
ଭୁବନେଶ୍ୱର: କରୋନା ମହାମାରୀ ପରେ ବର୍ତ୍ତମାନ ଚୀନରେ ବ୍ୟାପିଥିବା ଏଚଏମପିଭି ଭାଇରାସ ଲୋକଙ୍କୁ ଭୟଭୀତ କରୁଛି। ଚୀନ ପରେ ଭାରତକୁ ମଧ୍ୟ ଏହି ଭାଇରସ ସଂକ୍ରମିତ ହୋଇଛି। ତେବେ ଏନେଇ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ…