ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଆଜି ପ୍ରଥମ ବାର୍ଷିକ ଉତ୍ସବ, ପଚାଶ କ୍ୱିଣ୍ଟାଲ ଫୁଲରେ ସଜାଗଲା ମନ୍ଦିର, ଏହି ସମୟରେ ହେବ ମହାଆରତୀ
ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଆଜି ପ୍ରଥମ ବାର୍ଷିକୀ । ଏହି ଅବସରରେ ଆଯୋଧ୍ୟାରେ ଭବ୍ୟ ଆୟୋଜନ କରାଯାଇଛି । ଗୋଟିଏ ପଟେ ଯଜ୍ଞ-ହୋମର ବେଦୀ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ…