ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅସୁସ୍ଥ, ଘରେ ପହଞ୍ଚିଲେ ଡାକ୍ତରୀ ଟିମ୍
ମୁମ୍ବାଇ: ବର୍ତ୍ତମାନ ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅସୁସ୍ଥ ଖବର ସାମ୍ନାକୁ ଆସିଛି । ସତାରାର ପୈତୃକ ଘରେ ସିନ୍ଦେ ଅସୁସ୍ଥ ହୋଇ ପଡିଛନ୍ତି ବୋଲି ସୂଚନା ମିଳିଛି । ସେ ପ୍ରବଳ ଜ୍ୱରରେ ଆକ୍ରାନ୍ତ…