WhatsApp ଉପରେ କାହିଁକି ଲାଗିଲା ୨୧୩ କୋଟିର ଜରିମାନା, ଜାଣନ୍ତୁ CCI ଆକ୍ସନର ଇନସାଇଡ୍ ଷ୍ଟୋରୀ
ନୂଆଦିଲ୍ଲୀ: ମେଟା ଉପରେ ସିସିଆଇ ୨୧୩.୧୪ କୋଟି ଟଙ୍କା ଜରିମାନା ଲଗାଇଛି । ଏହି କାର୍ଯ୍ୟାନୁଷ୍ଠାନ ୨୦୨୧ରେ ହ୍ୱାଟ୍ସଆପର ପ୍ରାଇଭେସି ପଲିସି ଅପଡେଟ ମେଟାର ଡୋମିନେଣ୍ଟ ମାର୍କେଟ ପୋଜିସନର ଅପବ୍ୟବହାର ପାଇଁ କରାଯାଇଛି ।…