ରିସର୍ଚ୍ଚରୁ ଖୁଲାସା; ଦୀପାବଳିରେ ଫୁଟାଉଥିବା ବାଣ, ହୃଦୟ ଏବଂ ମସ୍ତିଷ୍କ ଉପରେ ପକାଏ ଏହି ଭୟଙ୍କର ସାଇଡ ଇଫେକ୍ଟ
ଓଡ଼ିଶା ଭାସ୍କର: ଭାରତରେ ଦୀପାବଳିର ପର୍ବ ଖୁବ ଧୁମଧାମର ସହ ପାଳନ କରାଯାଇଥାଏ। ଘର ଭିତରେ ଲୋକେ ଦୀପ ଜଳାନ୍ତି। ସେହିପରି ଅନ୍ୟପଟେ ଲୋକେ ଦୀପାବଳି ଦିନ ବାଣ ଫୁଟାଇବାକୁ ଖୁବ ପସନ୍ଦ କରିଥାଆନ୍ତି। ହେଲେ ଯଦି ଆପଣ ମଧ୍ୟ…